ବରିଷ୍ଠଙ୍କୁ ଅଣଦେଖା କରୁଛି ବିଜେଡି !

ନର୍ଲା ଆସନରୁ ଭୂପିନ୍ଦର ସିଂଙ୍କ ଟିକେଟ କଟିବା ପରେ ଛନକା।

Manoj Swain
  • Published: Monday, 15 April 2024
  • Updated: 15 April 2024, 12:04 PM IST

Sports

Latest News

ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା। ଟଳମଳ ଅନେକ ବରିଷ୍ଠଙ୍କ ଆସନ। ନର୍ଲା ଆସନରୁ ଭୂପିନ୍ଦର ସିଂଙ୍କ ଟିକେଟ କଟିବା ପରେ ଛନକା। ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ପରେ ବି ଆଶଙ୍କାରେ ବରିଷ୍ଠ ନେତା। ଏକାଧିକ ବରିଷ୍ଠଙ୍କ ସିଟରେ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିପାରିନି। ଦେଖନ୍ତୁ ପୂରା ରିପୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos