ବିଜେଡି ଥାଳି, ଜନତାଙ୍କ ଥାଳି!

  • Published: Wednesday, 22 March 2023
  • , Updated: 22 March 2023, 02:55 PM IST

ନେତା ଖାଇଲେ ଛ ତିଅଣ ୯ ଭଜା। କିନ୍ତୁ ଗ୍ରାହକଙ୍କ ଥାଳିରୁ ଆଇଟମ୍ ଗାଏବ। ଭଲ କରି ଥରେ ଏହି ଦୁଇ ଫଟୋ ଉପରେ ନଜର ପକାନ୍ତୁ। ସ୍ଥାନ ଗୋଟିଏ। ଦିନ ବି ଗୋଟିଏ। ଖାଦ୍ୟର କିସମ ବି ଗୋଟିଏ। ହେଲେ ପଇସା ଦେଇ ପଖାଳ କିଣିକି ଖାଇଥିବା ଗ୍ରାହକଙ୍କ ଥାଳିରେ ମାତ୍ର ୪ -୫ଟି ଆଇଟମ୍। ଏପରିକି ଖାଦ୍ୟ ସୂଚୀ ହିସାବରେ ବି ଖାଦ୍ୟ ଦିଆଗଲା ନାହିଁ ବୋଲି ଅଭିଯୋଗ ହୋଇଛି। ଏପଟେ କିନ୍ତୁ ମାଗଣାରେ କେବଳ ପବ୍ଲିସିଟି ପାଇଁ ପରଷା ଯାଇଥିବା ଆଇଟମ ଆପଣ ଗଣି ପାରିବେ ନାହିଁ। 

Related story