୨୭ ତମ ପ୍ରତିଷ୍ଠା ଦିବସରେ ବିଜେଡିର ଦୁଇଟି ଚିତ୍ର । ଗୋଟିଏ ପଟେ ଶଙ୍ଖଭବନରେ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ନେତାଙ୍କ ଶପଥ ପାଠ। ଅନ୍ୟପଟେ ରାଜ୍ୟ ତମାମ ବିଦ୍ରୋହୀଙ୍କ ସମାନ୍ତରାଳ ପ୍ରତିଷ୍ଠା ଦିବସ ପାଳନ। ଚରମରେ ବିଜେଡିର ଗୋଷ୍ଠୀ କନ୍ଦଳ। ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳିରେ ଗୋଠ ଖଣ୍ଡିଆ ହୋଇ ଏକାଧିକ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନେଇ ଟେନସନରେ ସୁପ୍ରିମୋ ।