ସବୁ ଜିଲ୍ଲାରେ ନିଜସ୍ୱ କୋଠା ଓ ଅଫିସ୍ କରିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ କୋଟି ସଦସ୍ୟଙ୍କ ପାର୍ଟି ବିଜେଡି ଖୁବଶୀଘ୍ର ସବୁ ଜିଲ୍ଲାରେ ନିଜସ୍ୱ କୋଠା ନିର୍ମାଣ କରି ସେଠାରେ ଅଫିସ୍ ପରିଚାଳନା କରିବ। ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ସର୍ବବୃହତ୍ ଆଂଚଳିକ ଦଳ ବିଜେଡିର କୌଣସି ସ୍ଥାନରେ ବି ନିଜସ୍ୱ ସ୍ଥାବର ସମ୍ପତ୍ତି ନାହିଁ। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ନିଜର ୩୩ଟି ସାଂଗଠନିକ ଜିଲ୍ଲାରେ ଗୋଟିଏ ଲେଖାଏଁ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ସାଂଗଠନିକ ଜିଲ୍ଲାର […]

BJD-Flag

BJD-Flag

Manoranjan Sial
  • Published: Thursday, 10 December 2020
  • Updated: 10 December 2020, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ କୋଟି ସଦସ୍ୟଙ୍କ ପାର୍ଟି ବିଜେଡି ଖୁବଶୀଘ୍ର ସବୁ ଜିଲ୍ଲାରେ ନିଜସ୍ୱ କୋଠା ନିର୍ମାଣ କରି ସେଠାରେ ଅଫିସ୍ ପରିଚାଳନା କରିବ। ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ସର୍ବବୃହତ୍ ଆଂଚଳିକ ଦଳ ବିଜେଡିର କୌଣସି ସ୍ଥାନରେ ବି ନିଜସ୍ୱ ସ୍ଥାବର ସମ୍ପତ୍ତି ନାହିଁ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ନିଜର ୩୩ଟି ସାଂଗଠନିକ ଜିଲ୍ଲାରେ ଗୋଟିଏ ଲେଖାଏଁ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ସାଂଗଠନିକ ଜିଲ୍ଲାର ସଦର ମହକୁମାରେ ଏହି କାର୍ଯ୍ୟାଳୟ ରହିବ। ଏଥିପାଇଁ ଆବଶ୍ୟକ ଜମିକୁ କ୍ରୟ କରି ସେଠାରେ କୋଠା ନିର୍ମାଣ କରାଯିବ। ଏସବୁ ଅତ୍ୟାଧୁନିକ କାର୍ଯ୍ୟାଳୟରେ ହାଇଟେକ୍ ସୁବିଧା,ବଡ଼ ବଡ଼ କନଫରେନ୍ସ ହଲ୍ ଓ କର୍ମକର୍ତ୍ତାଙ୍କ ନିମନ୍ତେ ଚାମ୍ବର ସହ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ରହିବ। ଦଳ ଆଗାମୀ ଦିନରେ ଅନଲାଇନ୍ ପ୍ଲାଟଫର୍ମରେ ସମସ୍ତ ସାଂଗଠନିକ ଜିଲ୍ଲାର ମୁଖ୍ୟାଳୟ ସହ ଯୋଡ଼ି ହେବା ଲକ୍ଷ୍ୟରେ ଏଭଳି କାର୍ଯ୍ୟାଳୟର ପରିକଳ୍ପନା କରିଛି। ଦଳର ସମସ୍ତ କାର୍ଯ୍ୟାଳୟର ଡିଜାଇନ୍ ମଧ୍ୟ ସମାନ ରହିବ।

ଏହି କାର୍ଯ୍ୟାଳୟଗୁଡ଼ିକ ପାଇଁ ଜାଗା କିଣା ଓ କୋଠା ନିର୍ମାଣ ନିମନ୍ତେ ଦଳ ପ୍ରାୟ ୧୦୦କୋଟି ଟଙ୍କା ବ୍ୟୟ କରିବ। ସ୍ଥାନୀୟ ସାଂଗଠନିକ କର୍ମକର୍ତ୍ତାଙ୍କ ସହ ମିଶି ଜାଗା ଚୟନ ଓ କୋଠା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିମା ନିମନ୍ତେ ଦଳର ପ୍ରଭାବଶାଳୀ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜେପି ମଧ୍ୟ ସମସ୍ତ ସବୁ ଜିଲ୍ଲାରେ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ୨୦୧୭ ମସିହାରେ ଘୋଷଣା କରିଥିଲା। ଗତ ମାସରେ ରାଜ୍ୟର ୬ଟି ଜିଲ୍ଲାରେ ନିଜସ୍ୱ କାର୍ଯ୍ୟାଳୟ କୋଠାକୁ ବିଜେପି ଉଦଘାଟନ କରିବା ପରେ ବିଜେଡି ଏଭଳି ନିଷ୍ପତ୍ତି ନେଇଛି। ଦଳ ଏବେ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ମାଧ୍ୟମରେ ସମ୍ପତ୍ତି ପରିମାଣ ବୃଦ୍ଧି ନିମନ୍ତେ ଯୋଜନା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story