ବିନା ହେଲମେଟରେ ବାଇକ ଚଳାଇଲେ ବିଜେଡି କର୍ମୀ

  • Published: Tuesday, 26 December 2023
  • , Updated: 26 December 2023, 12:29 PM IST

ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ। ଏହି ଅବସରରେ ସାଇକେଲ ରାଲି, ବାଇକ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ତେବେ ଭୁବନେଶ୍ୱରରେ ବାଇକ ରାଲି ଚାଲିଥିବା ବେଳେ ବିଜେଡି କର୍ମୀ ମାନେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି।

Related story