ମେଣ୍ଟ ହେଲେ କଣ ହେବ ?

  • Published: Friday, 08 March 2024
  • , Updated: 08 March 2024, 01:53 PM IST

ମେଣ୍ଟ ହେଲେ କଣ ହେବ ? ଏକାଠି ନିର୍ବାଚନ ଲଢିପାରନ୍ତି ବିଜେପି-ବିଜେଡି । ମେଣ୍ଟ ହେବା ନେଇ ଚାଲିଛି ମାନସ ମନ୍ଥନ । କିନ୍ତୁ କର୍ମୀଙ୍କ ଭିତରେ କଣ ରହିବ ପ୍ରଭାବ ? ତେବେ ଏହି ମେଣ୍ଟକୁ ନେଇ କଣ କହୁଛନ୍ତି ସାମ୍ବାଦିକମାନେ ଶୁଣନ୍ତୁ ? 

Related story