ଜାଗରରେ ବିଜେପି-ବିଜେଡି ମେଣ୍ଟ ଘୋଷଣା !

  • Published: Friday, 08 March 2024
  • , Updated: 08 March 2024, 03:34 PM IST

ଶିବରାତ୍ରୀ ଦିନ ରାଜ୍ୟ ଶୁଣିବ ନୂଆ ରାଜନୈତିକ ହଟଚମଟ କଥା ! ଦୁଇ ପୁରୁଣା ସହଯୋଗୀ ବିଜେପି-ବିଜେଡି ପୁଣି ଏକ ହୋଇପାରନ୍ତି ବୋଲି ଚର୍ଚ୍ଚା। ଶିବରାତ୍ରୀରେ ବିଜେଡି ଏନଡିଏ ମେଣ୍ଟରେ ସାମିଲ ହେଲା ବୋଲି ହୋଇପାରେ ବଡ଼ ଘୋଷଣା। ଗତକାଲି ସନ୍ଧ୍ୟାରେ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ବିଜେଡି ନେତା ଭି.କେ ପାଣ୍ଡିଆନ ଏବଂ ଦଳର ସାଙ୍ଗଠନିକ ସଂପାଦକ ଦିଲ୍ଲୀ ଗସ୍ତ କରିଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Related story