ଲଢ଼େଇ ଲଢ଼େଇ ଲଢ଼େଇ ହେବ !

ବିଜେଡି ସହ ଲଢ଼େଇ ଜୋର କର। ନବୀନଙ୍କୁ ଭେଟିବା ପରେ କର୍ମୀଙ୍କୁ ଶାହ କାର୍ଯ୍ୟାଳୟ ଦେଲେ ଏହି ଗୁରୁମନ୍ତ୍ର। କିଏ କ’ଣ କହିଦେଲେ ତାକୁ ଜମାରୁ ବିଶ୍ବାସ ନାହିଁ ।

Manoj Swain
  • Published: Sunday, 06 August 2023
  • Updated: 06 August 2023, 07:03 PM IST

Sports

Latest News

ବିଜେଡି ସହ ଲଢ଼େଇ ଜୋର କର। ନବୀନଙ୍କୁ ଭେଟିବା ପରେ କର୍ମୀଙ୍କୁ ଶାହ କାର୍ଯ୍ୟାଳୟ ଦେଲେ ଏହି ଗୁରୁମନ୍ତ୍ର। କିଏ କ’ଣ କହିଦେଲେ ତାକୁ ଜମାରୁ ବିଶ୍ବାସ କର ନାହିଁ । ନଡ୍ଡା ଯେଉଁ ଲାଇନରେ ଫାଇଟର ମାର୍ଗଦର୍ଶନ କରିଛନ୍ତି ତାକୁ ଆରମ୍ଭ କର। ଅନାସ୍ଥା ପ୍ରସ୍ତାବ ପରେ ରାଜ୍ୟ ଦେଖିବ କି ରିଅଲ୍ ବିଜେପି –ବିଜେଡି ଫାଇଟ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos