ଲେଖାଶ୍ରୀଙ୍କ ହାତରେ ଲମ୍ବା ତାଲିକା

  • Published: Tuesday, 12 March 2024
  • , Updated: 12 March 2024, 03:44 PM IST

ପୁଣି ସରକାରୀ ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେପି । ଗୋଟିଏ ଗୋଟିଏ ଜିଲ୍ଲାରେ 10ରୁ 15 ବର୍ଷ ହେଲାଣି ବିଭିନ୍ନ ପଦ ପଦବୀରେ ରହିଛନ୍ତି ଏକାଧିକ ସରକାରୀ ବାବୁ । ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ସେମାନଙ୍କ ବଦଳି ଦାବି କଲା ରାଜ୍ୟ ବିଜେପି । ତେବେ ଏହାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କଣ କହିଛନ୍ତି ଶୁଣନ୍ତୁ। 

Related story