କେବେ ବରଖାସ୍ତ ହେବେ ଆଇନ ମନ୍ତ୍ରୀ: ବିଜେପି

କଟକ (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି ବିଜେପି। ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲା ଏସପି କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାଛଡ଼ା ଆସନ୍ତା ୮ ତାରିଖରେ ହଜାର ହଜାର ବିଜେପି କର୍ମୀଙ୍କୁ ନେଇ ଡିଜିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ପୃଥ୍ୱୀରାଜ […]

Prithviraj Harichandan

Prithviraj Harichandan

Ranjit Kumar Jena
  • Published: Tuesday, 05 January 2021
  • Updated: 05 January 2021, 06:04 PM IST

କଟକ (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି ବିଜେପି। ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲା ଏସପି କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାଛଡ଼ା ଆସନ୍ତା ୮ ତାରିଖରେ ହଜାର ହଜାର ବିଜେପି କର୍ମୀଙ୍କୁ ନେଇ ଡିଜିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମାହାଙ୍ଗା ଡବଲ୍ ହତ୍ୟା ମାମଲାରେ ୧୩ ଜଣଙ୍କ ନାଁରେ ଏଫଆଇଆର୍ ହୋଇଛି। ସେଥିରେ ରାଜ୍ୟର ଜଣେ ମନ୍ତ୍ରୀ ନାଁ ମଧ୍ୟ ରହିଛି। ଯେହେତୁ ମନ୍ତ୍ରୀଙ୍କ ନାଁରେ ଏଫଆଇଆର୍ ଦିଆଯାଇଛି, ତେଣୁ ନୈତିକତା ଦୃଷ୍ଟିରୁ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯିବା ଦରକାର। ଏହାବ୍ୟତୀତ ସମସ୍ତ ୧୩ ଜଣଙ୍କୁ ଗିରଫ କରାଯିବା ଦରକାର। ଭାରତୀୟ ଜନତା ପାର୍ଟି ଏହି ଘଟଣାକୁ ଆଦୌ ହାଲୁକା ଭାବେ ନେବ ନାହିଁ।

ଏହାଛଡ଼ା ଯେଉଁମାନେ ଅତୀତରେ ବିକାଶ ଜେନାଙ୍କ ଭଳି ଜଣେ ଗରିବ ହରିଜନଙ୍କୁ ହତ୍ୟା କରିବା ପରେ ଖୋଲାଖୋଲି ବୁଲୁଥିଲେ, ସେମାନେ କାହା ପ୍ରୋତ୍ସାହନରେ ବାହାରେ ବୁଲୁଥିଲେ, ତା'ର ତଦନ୍ତ ମଧ୍ୟ ଆଜି ପର୍ଯ୍ୟନ୍ତ ବନ୍ଦ ହୋଇ ରହିଛି। ଏହାଛଡ଼ା ଆମ ଦଳର ନେତା କୁଲମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟ ସିଂହଙ୍କ ହତ୍ୟାର ଯଥାର୍ଥ ତଦନ୍ତ ହେବା ସହ ସେମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମର ଲଢ଼େଇ ବାତିଲ ରହିବ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

ଏହି ହତ୍ୟାକାଣ୍ଡ ପଛରେ ବିଜେଡି ଦଳର ଲୋକଙ୍କ ସହିତ ପୁଲିସର ସଂମ୍ପୃକ୍ତି ରହିଥିବା ଅଭିଯୋଗ କରିଛି ବିଜେପି। ସ୍ଥାନୀୟ ଆଡିସନାଲ ଏସପିଙ୍କ ସଂମ୍ପୃକ୍ତି ରହିଥିବା କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ଅପରପଟେ ଆଜି କଟକ ପୁରୀଘାଟ ଥାନା ଆଗରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ପ୍ରତାପ ଜେନାଙ୍କ କୁଶପୁତ୍ତଲିକା ଦାହ କରିଥିଲେ ବିକ୍ଷୋଭକାରୀ। ଏହାପରେ ପୁରୀଘାଟ ଥାନାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ଏତଲା ଦିଆଯାଇଥିଲା।

ସୂଚନାଯୋଗ୍ୟ, ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ କଟକ ଗ୍ରାମାଞ୍ଚଳ ପୁଲିସ୍ ଆଜି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story