ବିଧାନସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ଚୂଡ଼ାନ୍ତ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ ପାଇଁ ମୁଖ୍ୟ ବିରୋଧୀ ଦଳ ବିଜେପି ନିଜର ରଣନୀତିକୁ ଚୂଡ଼ାନ୍ତ କରିଛି। ଆଜି ବିଧାୟକ ଦଳ ବୈଠକ ବସି ଏହି ରଣନୀତିକୁ ଚୂଡ଼ାନ୍ତ କରାଯାଇଥିବାବେଳେ କରୋନା ମହାମାରୀବେଳେ ବିଜୁଳି ଦରବୃଦ୍ଧି, ଯାଜପୁରରେ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, କୋଭିଡ୍ ପରିଚାଳନାରେ ଅନିୟମିତତା ଭଳି ବହୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଦଳ ନିଷ୍ପତ୍ତି ନେଇଛି। ୱେବିନାର ମାଧ୍ୟମରେ ଆଜି ଅନୁଷ୍ଠିତ […]

samir-mohanty

samir-mohanty

Manoranjan Sial
  • Published: Saturday, 26 September 2020
  • Updated: 26 September 2020, 08:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ ପାଇଁ ମୁଖ୍ୟ ବିରୋଧୀ ଦଳ ବିଜେପି ନିଜର ରଣନୀତିକୁ ଚୂଡ଼ାନ୍ତ କରିଛି। ଆଜି ବିଧାୟକ ଦଳ ବୈଠକ ବସି ଏହି ରଣନୀତିକୁ ଚୂଡ଼ାନ୍ତ କରାଯାଇଥିବାବେଳେ କରୋନା ମହାମାରୀବେଳେ ବିଜୁଳି ଦରବୃଦ୍ଧି, ଯାଜପୁରରେ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, କୋଭିଡ୍ ପରିଚାଳନାରେ ଅନିୟମିତତା ଭଳି ବହୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଦଳ ନିଷ୍ପତ୍ତି ନେଇଛି।

ୱେବିନାର ମାଧ୍ୟମରେ ଆଜି ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଦଳର ବିଧାୟକମାନେ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟବାସୀଙ୍କ ସମସ୍ୟା ଓ ଅଭିଯୋଗଗୁଡ଼ିକ ବିଧାନସଭାରେ ଉପସ୍ଥାପନ କରି ସରକାରଙ୍କଠୁ ଜବାବ ଲୋଡ଼ିବେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ୮ଦିନିଆ ସ୍ୱଳ୍ପକାଳୀନ ବିଧାନସଭା ଅଧିବେଶନରେ ବିଜେପି ପକ୍ଷରୁ ଅସମୟରେ ବିଜୁଳି ଦର ବୃଦ୍ଧି, ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତ୍ରୁଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡ଼ିଆ ଶ୍ରମିକ ସମସ୍ୟା, ନୂଆ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ସାର ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି,ଓଏମବିଡିଏସି-ଡିଏମଏଫ ଓ କାମ୍ପା ଫଣ୍ଡର ବ୍ୟାପକ ଅନିୟମିତତା ଆଦି ମୁଖ୍ୟ ପ୍ରସଙ୍ଗକୁ ଦଳ ଉତଥାପନ କରିବ। ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ଓ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସଂପର୍କରେ ମଧ୍ୟ ସରକାରଙ୍କୁ ଜବାବ ତଲବ କରିବ।

ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, କେଭି.ସିଂହଦେଓ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୋହନ ମାଝୀଙ୍କ ସମେତ ସମସ୍ତ ବିଧାୟକ, ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story