‘ବିଜେଡି ସଦସ୍ୟଙ୍କୁ ଗିରଫ କରାଯାଉ’

ରାଜ୍ୟର ବିଜେଡି ସରକାର ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତା’ହେଲେ ବିଜେପି ନ୍ୟାୟିକ ଲଢ଼େଇ ସହ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

Manoj Swain
  • Published: Thursday, 11 January 2024
  • Updated: 11 January 2024, 12:47 PM IST

Sports

Latest News

ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି କର୍ମୀ ଓ ନେତାମାନେ ଅସଭ୍ୟ ଭାଷାରେ ଗାଳି କରିବା ଅଭିଯୋଗରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛି ରାଜ୍ୟ ବିଜେପି । ଆଜି ଦଳର ନେତାମାନେ ଭୁବନେଶ୍ୱରସ୍ଥିତ ସାଇବର ଥାନା ଯାଇ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଦାବି କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନକୁ ଓଡ଼ିଶାବାସୀ ସହିବେ ନାହିଁ । ରାଜ୍ୟର ବିଜେଡି ସରକାର ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତା’ହେଲେ ବିଜେପି ନ୍ୟାୟିକ ଲଢ଼େଇ ସହ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos