'ଏଥର ନିର୍ଣ୍ଣାୟକ ନିର୍ବାଚନ ହେବ'

  • Published: Wednesday, 10 April 2024
  • , Updated: 10 April 2024, 07:22 PM IST

ବିଜେଡିକୁ କଡ଼ା ସମାଲୋଚନା କଲେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ପ୍ରାର୍ଥୀ ନୁହେଁ, ନବୀନଙ୍କ ନାଁରେ ଭୋଟ ଦେବାକୁ ପାଣ୍ଡିଆନଙ୍କ ଅପିଲକୁ ନେଇ ବର୍ଷିଛନ୍ତି ଦେବାଶିଷ । ବିଧାୟକ ଓ ସାଂସଦ କାହିଁକି ନୋମିନେସନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ନିର୍ବାଚନ ଆସିଲା ବୋଲି ନବୀନ ନିବାସ ଗେଟ ଖୋଲିଲା ଏବଂ ନୋମିନେସନ ପରେ ଏହା ବନ୍ଦ ହୋଇଯିବ ବୋଲି କହିଛନ୍ତି ବିଜେପି ନେତା ଦେବାଶିଷ ନାୟକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story