ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଜିଜିଆ କର ସହ ସମାନ: ବିଜେପି

ଭୁବନେଶ୍ୱର :ରାଜ୍ୟସରକାରଙ୍କ ୫ଟିରୁ ଉଭାନ ହୋଇଯାଇଛି ଟ୍ରାନ୍ସପାରେନ୍ସି ଏବଂ ଟେକ୍ନୋଲୋଜି। ଜିଜିଆକର ସଦୃଶ ବିଏମସି ରାଜଧାନୀବାସୀଙ୍କ ଉପରେ ହୋଲ୍ଡିଂଟ୍ୟାକ୍ସ ଲଦୁଛି। ବିନା କୌଣସି ପ୍ରସ୍ତୁତିରେ ରାଜ୍ୟ ସରକାର ଏବଂ ବିଏମସି ପ୍ରଶାସନ ତରବରିଆ ଭାବେ ରାଜଧାନୀବାସୀଙ୍କ ଉପରେ ଆର୍ଥିକବୋଝ ଲଦି ଦେବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଶ୍ରୀବାବୁସିଂ ଅଭିଯୋଗ କରିଛନ୍ତି। ହୋଲ୍ଡିଂଟ୍ୟାକ୍ସ ଆଦାୟ ପ୍ରକ୍ରିୟାଏବଂ ପ୍ରତ୍ୟେକ ଅଟ୍ଟାଳିକାର ନିର୍ଦ୍ଧିଷ୍ଟଟ୍ୟାକ୍ସ ନିର୍ଦ୍ଧାରଣକୁ ପାରଦର୍ଶୀବା ଟ୍ରାନ୍ସପାରେଂଟ କରିବାକୁ କର୍ତ୍ତୃପକ୍ଷ ପ୍ରସ୍ତୁତ ନୁହନ୍ତି। ଟେକ୍ନୋଲୋଜିକୁ ବ୍ୟବହାରକରି ପ୍ରତ୍ୟେକ […]

hbn

hbn

Tapas Behera
  • Published: Friday, 05 March 2021
  • Updated: 05 March 2021, 06:58 PM IST

Sports

Latest News

ଭୁବନେଶ୍ୱର :ରାଜ୍ୟସରକାରଙ୍କ ୫ଟିରୁ ଉଭାନ ହୋଇଯାଇଛି ଟ୍ରାନ୍ସପାରେନ୍ସି ଏବଂ ଟେକ୍ନୋଲୋଜି। ଜିଜିଆକର ସଦୃଶ ବିଏମସି ରାଜଧାନୀବାସୀଙ୍କ ଉପରେ ହୋଲ୍ଡିଂଟ୍ୟାକ୍ସ ଲଦୁଛି। ବିନା କୌଣସି ପ୍ରସ୍ତୁତିରେ ରାଜ୍ୟ ସରକାର ଏବଂ ବିଏମସି ପ୍ରଶାସନ ତରବରିଆ ଭାବେ ରାଜଧାନୀବାସୀଙ୍କ ଉପରେ ଆର୍ଥିକବୋଝ ଲଦି ଦେବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଶ୍ରୀବାବୁସିଂ ଅଭିଯୋଗ କରିଛନ୍ତି।

ହୋଲ୍ଡିଂଟ୍ୟାକ୍ସ ଆଦାୟ ପ୍ରକ୍ରିୟାଏବଂ ପ୍ରତ୍ୟେକ ଅଟ୍ଟାଳିକାର ନିର୍ଦ୍ଧିଷ୍ଟଟ୍ୟାକ୍ସ ନିର୍ଦ୍ଧାରଣକୁ ପାରଦର୍ଶୀବା ଟ୍ରାନ୍ସପାରେଂଟ କରିବାକୁ କର୍ତ୍ତୃପକ୍ଷ ପ୍ରସ୍ତୁତ ନୁହନ୍ତି। ଟେକ୍ନୋଲୋଜିକୁ ବ୍ୟବହାରକରି ପ୍ରତ୍ୟେକ ଅଂଚଳର ପ୍ରତ୍ୟେକବିଲ୍ଡିଂ ପାଇଁକେତେ ପରିମାଣର ଟିକସ ଧାର୍ଯ୍ୟ ହେବ ଏବଂଏହା କିପରି ସ୍ଥିରକରାଯିବ ତାହା ସ୍ପଷ୍ଟ କରିବାକୁ ବିଏମସି କର୍ତ୍ତୃପକ୍ଷ ଚାହୁଁନାହାନ୍ତି ବୋଲି ଶ୍ରୀସିଂ ଅଭିଯୋଗ କରିଛନ୍ତି।

ହାଇଦ୍ରାବାଦ, ଚେନ୍ନାଇ ଭଳି ବଡବଡ ସହରର ପ୍ରତ୍ୟେକ ଅଂଚଳରରେ ଟାକ୍ସଭ୍ୟାଲୁ, କେଉଁଭଳି ପ୍ରତିଷ୍ଠାନ ପାଇଁକେତେ, କେତେବର୍ଷ ପୁରୁଣା ପାଇଁକେତେ, କେଉଁକେଉଁ ଆଧାରରେକେତେ ପରିମାଣ ରିହାତି ଆଦି ବିଭିନ୍ନ ଧାର୍ଯ୍ୟ ତାଲିକା ସେମାନଙ୍କ ମ୍ୟୁନିସି ପାଲିଟି ୱେବ ସାଇଟରେ ଉପଲବ୍ଧ ରହିଛି। ହେଲେ ଭୁବନେଶ୍ୱରରେ ବ୍ୟକ୍ତିଗତ ଭାବରେ କର ଆଦାୟ କରିବା ଏବଂ ବିଏମସି କର୍ତ୍ତୃପକ୍ଷଙ୍କ ଭିତରେଏ ହାକୁ ଦୁଇ ପାକ୍ଷିକରଖି ଏକ ଲୁଟ‌୍‍ ଓ ଦୁର୍ନୀତିର ଗନ୍ତାଘର ପାଇଁଷଡଯନ୍ତ୍ର ରଚାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ନିଦରୁ ଉଠି କିଛି ଗୋଟିଏ ଆଇନ ଲାଗୁକରିବାକୁ ଯାଇ ଓଡିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ-୨୦୦୩ର ଖୁଲମଖୁଲା ଉଲ୍ଲଂଘନ କରାଯାଉଛିା

ଏହି ଆଇନର ସେକ୍ସନ ୨୦୫ରେ ସିଧା ସିଧା ଲେଖାହୋଇଛି ଯେ, ୨୧୫ ସେକ୍ସନ ଅନୁସାରେ ଗଠନ ହୋଇଥିବା କର୍ପୋରେସନ ଭ୍ୟାଲୁଏସନ କମିଟି ଦ୍ୱାରାଜମି ଘରର ବର୍ଗୀକରଣ ଏବଂ ବାର୍ଷିକମୂଲ୍ୟ ନିର୍ଦ୍ଧାରଣହେବ। କେଉଁକମିଟି ଦ୍ୱାରା କେବେ ଭ୍ୟାଲୁଏସନ ହୋଇଛି, କିଏ ଏହାର ସଦସ୍ୟ ଓ ଚେୟାରମ୍ୟାନ ଥିଲେ ବୋଲି ଶ୍ରୀସିଂ ପ୍ରଶ୍ନକରିଛନ୍ତି।

ସେକ୍ସନ ୨୦୬ ଅନୁଯାୟୀ ଜମି ଓ କୋଠାରବର୍ଗୀ କରଣ ଉପରେ ଅଭିଯୋଗ ଶୁଣିବାର ପ୍ରକ୍ରିୟା ଶେଷହେବା ପରେ ଯାଇ ଜମିର ମୂଲ୍ୟଏବଂ କୋଠାର ମୂଲ୍ୟ ଫାଇନାଲହେବା କଥା। କିନ୍ତୁ କୌଣସି ଗୋଟିଏ ଲୋକଙ୍କ ଅଭିଯୋଗଶୁ ଣାଯାଇଛି ନା ନୋଟିସ ଆସିଛି। ଏହା ଆଇନର ଖୁଲମଖୁଲା ଉଲ୍ଲଂଘନ ବୋଲିଶ୍ରୀସିଂକହିଛନ୍ତି।

ସେକ୍ସନ ୨୦୧୪(୧) ଅନୁଯାୟୀ ଜମିରମାଲିକାନ ସତ୍ୱାଧିକାରୀଙ୍କସହ ପ୍ରତ୍ୟେକ କୋଠାକୁଗୋଟିଏ ୟୁନିଟଭାବରେ ମୂଲ୍ୟାଂକନ କରାଯିବା କଥା। ଯାହାକି ଏହି ମୂଲ୍ୟାଙ୍କନ ହୋଇନାହିଁ। ଲୋକେ ତ ଟିକସ ଦେବେକିନ୍ତୁ, ଏହା ବିଏମସି ରାଜକୋଷକୁ ନଯାଇକିପରି ଅଫିସରଙ୍କ ପକେଟକୁ ଯିବ ତାର ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story