ଅନୁଭବଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ଅଭିଯୋଗ ଆଣିବାପରେ ଭୁବନେଶ୍ୱର ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନୁଭବଙ୍କ ଏଭଳି କାର୍ଯ୍ୟକୁ ବିଜେପି ଆଦୌ ସହ୍ୟ କରିବ ନାହିଁ ଓ ବର୍ଷାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ବିଜେପି ତା’ର ଲଢ଼େଇ ଜାରି ରଖିବ ବୋଲି କହିଛି। ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା […]

bjp

bjp

Manoranjan Sial
  • Published: Tuesday, 08 September 2020
  • Updated: 08 September 2020, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ଅଭିଯୋଗ ଆଣିବାପରେ ଭୁବନେଶ୍ୱର ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନୁଭବଙ୍କ ଏଭଳି କାର୍ଯ୍ୟକୁ ବିଜେପି ଆଦୌ ସହ୍ୟ କରିବ ନାହିଁ ଓ ବର୍ଷାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ବିଜେପି ତା’ର ଲଢ଼େଇ ଜାରି ରଖିବ ବୋଲି କହିଛି।

ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି । ସାଂସଦ ଶ୍ରୀ ମହାନ୍ତି ଘରୋଇ ହିଂସା ଓ ପତ୍ନୀକୁ ଅତ୍ୟାଚାର କରିବା ସହ ସେ ଜଣେ ଅଭ୍ୟାସଗତ ମଦ୍ୟପ ବୋଲି ବର୍ଷା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ସାଂସଦଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରୁଅଛି। ଯଦି ଶାସକ ଦଳର ଜଣେ ଟାଣୁଆ ସାଂସଦ ଏପରି ଘୃଣ୍ୟ କାର୍ଯ୍ୟ କରନ୍ତି ତେବେ ରାଜ୍ୟରେ ଜଣେ ସାଧାରଣ ମହିଳା କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ଜଣାପଡୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।ଏହାସହିତ ମୁଖ୍ୟମନ୍ତ୍ରୀ କାହିଁକି ସାଂସଦ ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛନ୍ତି। ମା’କୁ ସମ୍ମାନର କଥା କହୁଥିବା ସରକାର ଏଠି ଖୋଲା ଉପହାସର ପାତ୍ର ହେଉଛନ୍ତି। ବର୍ଷାଙ୍କ ଏହି ଅଭିଯୋଗ ପରେ ସାଂସଦ ପଦରେ ରହିବାର ନୈତିକତା ଆଉ ଶ୍ରୀ ମହାନ୍ତିଙ୍କ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଯଦି ମହିଳା ଅତ୍ୟାଚାରୀ ସାଂସଦଙ୍କୁ ଦଳରୁ ବହିଷ୍କାର ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନନେବେ ତା’ହେଲେ ବିଜେପି ମହିଳାମୋର୍ଚ୍ଚା ଆଗାମୀ ଦିନରେ ତା’ର ଆନ୍ଦୋଳନକୁ ଅଧିକ ତୀବ୍ର କରିବ ବୋଲି ଚେତାବନୀ ଦେଇଛି।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ମହିଳା ମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲାର ମହିଳାନେତ୍ରୀ ସୁବାସିନୀ ପୃଷ୍ଟି,ପଦ୍ମାବତୀ ଜେନା, ମନ୍ଦାକିନୀ ପାତ୍ର, ଉନ୍ନତୀ ପରିଡା, ତୃପ୍ତୀମୟୀ ମକଦ୍ଦମ, ସୁମିତ୍ରା ଆଚାର୍ଯ୍ୟ, ସୁନିତା ପତି, ବନ୍ଦନାଦାସ କାନୁନଗୋ ପ୍ରମୁଖ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story