ବିଜେପି ଖେଳିଲା ଓଡିଆ କାର୍ଡ, ପୁରନ୍ଦରଙ୍କୁ ଟିକେଟ

  • Published: Tuesday, 10 October 2023
  • , Updated: 10 October 2023, 05:05 PM IST

ରାୟପୁରରେ ରାଜ କରିବେ ଓଡିଆ ପୁଅ। ସମାଜସେବୀ ତଥା ରାୟପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଛତିଶଗଡ଼ରୁ ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ। ଭାରତୀୟ ଜନତା ପାର୍ଟିର ପାର୍ଥୀ ଭାବେ ତାଙ୍କ ନାଁରେ ମୋହର ବାଜିଛି। ରାୟପୁର ନଗର ଉତ୍ତର ଆସନରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳୀୟ ଟିକେଟ ମିଳିଛି ।

Related story