ସମାଲୋଚନା ପରେ ବିଜେପି ସୁଧୁରିଲା, ବିଜେଡି ବେଫିକର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅଧା ଜିଲ୍ଲାରେ ବନ୍ୟା ବିତ୍ପାତ ଲାଗି ରହିଥିବାବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୀତିକ ଦଳ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଥିବାକୁ ନେଇ ଗଣମାଧ୍ୟମରେ ସମାଲୋଚନା ହେବାପରେ ବିଜେପି ନିଜର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି । ମାତ୍ର ବିଜେଡି ଓ କଂଗ୍ରେସ ନିଜର କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ କରିନଥିବା ଜଣାପଡ଼ିଛି । ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଜି […]

BJP

BJP

Ordigital Desk
  • Published: Thursday, 18 August 2022
  • Updated: 18 August 2022, 10:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅଧା ଜିଲ୍ଲାରେ ବନ୍ୟା ବିତ୍ପାତ ଲାଗି ରହିଥିବାବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୀତିକ ଦଳ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଥିବାକୁ ନେଇ ଗଣମାଧ୍ୟମରେ ସମାଲୋଚନା ହେବାପରେ ବିଜେପି ନିଜର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି । ମାତ୍ର ବିଜେଡି ଓ କଂଗ୍ରେସ ନିଜର କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ କରିନଥିବା ଜଣାପଡ଼ିଛି ।

ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଜି ବନ୍ୟାଂଚଳ ପରିଦର୍ଶନରେ ଯାଇଥିବା ରାଜ୍ୟ ବିଜେପିର ୩ଟି ଟିମ୍‌ର ମତାମତ ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବିଚାର କରି ଆସନ୍ତା ୨୦ରୁ ପୁରୀରେ ହେବାକୁ ଥିବା ବିଜେପିର ୩ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବିଜେପିର ସମସ୍ତ କର୍ମକର୍ତ୍ତା ବନ୍ୟାଂଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ରାଜ୍ୟ ସଭାପତି ସମୀର ମହାନ୍ତି ନିର୍ଦ୍ଦେଶ ଦେଇଥିବା ଶ୍ରୀମତୀ ପାଢ଼ୀ କହିଛନ୍ତି ।

ଅନ୍ୟପକ୍ଷରେ ଶାସକ ବିଜେଡି କଳିଙ୍ଗ ଷ୍ଟାଡ଼ିୟମରେ ନିଜର ୨୧ତାରିଖ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ କରିନଥିବା ଜଣାପଡ଼ିଛି । କଂଗ୍ରେସ ଆସନ୍ତାକାଲି ନିଜର ରାଜ୍ୟସ୍ତରୀୟ କୃଷକ ଚିନ୍ତନ ଶିବିର ଆୟୋଜନ କରିଛି ।

ସୂଚନାଯୋଗ୍ୟ, ରାଜ୍ୟର ୧୨ଟି ଜିଲ୍ଲାର ପ୍ରାୟ ୫ଲକ୍ଷ ଲୋକ ଏବେ ବନ୍ୟା ଯୋଗୁ ପ୍ରଭାବିତ ଥିବାବେଳେ ୬ଟି ଜିଲ୍ଲାରେ ବର୍ଷା ବିତ୍ପାତ ଯୋଗୁ ପାୟ ୬୦ହଜାର ଲୋକ ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story