'ମୋଦି ଯାହା ନିଷ୍ପତ୍ତି ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନେବେ'

  • Published: Thursday, 07 March 2024
  • , Updated: 07 March 2024, 06:24 PM IST

ଓଡ଼ିଶାରେ ମେଣ୍ଟ ନେଇ ମୁହଁ ଖୋଲିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। କହିଲେ, ରାଜ୍ୟ ନେତୃତ୍ବ ଦିଲ୍ଲୀ ଯାଇଛନ୍ତି। ଯାହା ନିଷ୍ପତ୍ତି ହେବ କେନ୍ଦ୍ର ଏବଂ ରାଜ୍ୟ ନେତୃତ୍ବ ମିଶିକି ଜଣାଇବେ। ପ୍ରଧାନମନ୍ତ୍ରୀ ମୋଦି ଯାହା ନିଷ୍ପତ୍ତି ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନେବେ।

Related story