8 ଆସନରେ ଲଢ଼ିବ ବିଜେଡି !

  • Published: Wednesday, 13 March 2024
  • , Updated: 13 March 2024, 11:45 AM IST

ବିଧାନସଭା ଅଙ୍କ ଛିଣ୍ଡୁ ନଥିଲେ ମଧ୍ୟ ଲୋକସଭା ଅଙ୍କ ପ୍ରାୟ ଛିଣ୍ଡିଯାଇଛି। ଲୋକସଭାରେ ବିଜେଡି 8ଟି ଆସନରେ ଲଢିବ ବୋଲି କୁହାଯାଉଛି। ଆଉ ବାକି 13ଟି ଆସନରେ ଲଢିବ ବିଜେପି। ଦେଖନ୍ତୁ ପୂରା ରିପୋର୍ଟ। 

Related story