୨୪ ନିର୍ବାଚନରେ କାହା ସପକ୍ଷରେ ଯିବ ମହିଳା ଭୋଟ୍ ?

  • Published: Monday, 26 February 2024
  • , Updated: 26 February 2024, 04:05 PM IST

ମାର୍ଚ୍ଚ ୭ରୁ ପ୍ରଧାନମନ୍ତ୍ରୀ ଶକ୍ତି ସମ୍ମାନପତ୍ର ନାଁରେ ଏସଏଚଜି ମାନଙ୍କୁ ପ୍ରଶଂସା ପ୍ରମାଣପତ୍ର ବାଣ୍ଟିବାକୁ ସ୍ଥିର କରିଛି ବିଜେପି । ଯେଉଁଥିରେ ଏସଏଚଜି ସଂଘ ସଭାପତି, ସଂପାଦକ, ଏମବିକେ, ସିଆରପିଙ୍କଠୁ ନେଇ ବ୍ୟାଙ୍କମିତ୍ର, ପ୍ରାଣୀମିତ୍ରଙ୍କ ପରି ସମସ୍ତ କମ୍ୟୁନିଟି ଷ୍ଟାଫଙ୍କ ସହ ପାଚିକା, ଅଙ୍ଗନୱାଡି ଦିଦି, ସହାୟିକା ଓ ଆଶାଙ୍କୁ ମଧ୍ୟ ଏଇ ପ୍ରମାଣପତ୍ର ବଣ୍ଟାଯିବ। ଏଥିପାଇଁ ଜୋନସ୍ତରରେ ଛୋଟ ଛୋଟ ସମାବେଶ ଆୟୋଜନ କରି ସେମାନଙ୍କୁ ସମ୍ମାନିତ କରାଯିବ ସହ ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ଦିଆଯିବ। ଦେଖନ୍ତୁ ପୂରା ରିପୋର୍ଟ। 

Related story