ଭେଣ୍ଟିଲେଟରକୁ ଖତ ନକରି ଲୋକଙ୍କ ଜୀବନ ବଞ୍ଚାଇବା କାମରେ ଲଗାଯାଉ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୨୧ଟି ଭେଂଟିଲେଟର ବ୍ୟବସ୍ଥା ରହିଥିବାବେଳେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଚିରାଚରିତ ଭାବେ ଯାହା କହିଛନ୍ତି, ତାହା କେବଳ ମନଗଢା କାହାଣୀ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ଭେଂଟିଲେଟର ନେଇ ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ପାଖରେ ନାହିଁ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ କେୟାର ଫାସିଲିଟିଜ୍ ସେକ୍ସନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ସରକାରୀ […]

Golaka Mohapatra

Golaka Mohapatra

Ordigital Desk
  • Published: Sunday, 23 May 2021
  • Updated: 23 May 2021, 11:04 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୨୧ଟି ଭେଂଟିଲେଟର ବ୍ୟବସ୍ଥା ରହିଥିବାବେଳେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଚିରାଚରିତ ଭାବେ ଯାହା କହିଛନ୍ତି, ତାହା କେବଳ ମନଗଢା କାହାଣୀ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଭେଂଟିଲେଟର ନେଇ ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ପାଖରେ ନାହିଁ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ କେୟାର ଫାସିଲିଟିଜ୍ ସେକ୍ସନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୨୧ଟି ଭେଂଟିଲେଟର ବ୍ୟବସ୍ଥା ରହିଥିବା ଉଲ୍ଲେଖ ରହିଛି। ପିଏମ କେୟାର୍ସରେ ଆସିଥିବା ୫୬୭ଟି ଭେଂଟିଲେଟରର ହିସାବ ୱେବସାଇଟରେ ନାହିଁ କିମ୍ବା ସରକାରୀ ସ୍ତରରେ ପ୍ରକାଶ କରାଯାଇନାହିଁ।

ସେ କହିଛନ୍ତି, ଭେଂଟିଲେଟର ବ୍ୟବସ୍ଥା ନେଇ ଲେଲିନ ମହାନ୍ତି ଯେଉଁ ହିସାବ ଦେଇଛନ୍ତି, ତାହା ମନଗଢା କାହାଣୀ ଭଳି ଲାଗୁଛି। ଏବେ ବି ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ପ୍ରଧାନମନ୍ତ୍ରୀ ପିଏମ କେୟାର ଫଣ୍ଡରେ ଆସିଥିବା ଭେଂଟିଲେଟରର ହିସାବ ରଖନ୍ତୁ। ଭେଂଟିଲେଟର ବ୍ୟବସ୍ଥା ନେଇ ସରକାରୀ ସ୍ତରରେ ତଥ୍ୟକୁ ସାର୍ବଜନୀନ କରନ୍ତୁ ଏବଂ କୋଭିଡ୍ ସମୟରେ ଲୋକଙ୍କ ଜୀବନ ବଂଚାଇବା ପାଇଁ ଭେଂଟିଲେଟରକୁ ଖତ ନକରି ଲୋକଙ୍କ ଜୀବନ ବଂଚାନ୍ତୁ।

ବିଜେଡି ମୁଖପାତ୍ର ତାଙ୍କ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଭାରତ ସରକାର ଦେଇଥିବା ଭେଂଟିଲେଟରରୁ କିଛି ଅଚଳ ହୋଇଥିବା ବେଳେ କିଛିକୁ ଜରୁରୀକାଳୀନ ସମୟରେ ବ୍ୟବହାର ପାଇଁ ରଖାଯାଇଛି।

ଏହି ବିଷୟରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଯେଉଁ ଭେଂଟିଲେଟର ଜରୁରୀକାଳୀନ ପାଇଁ ରଖାଯାଇଛି ଠିକ୍ ଅଛି, କିନ୍ତୁ ଯେଉଁ ଭେଂଟିଲେଟର କାର୍ଯ୍ୟକ୍ଷମ ନୁହେଁ ତାକୁ କାହିଁକି ସାଇତି ରଖାଯାଇଛି? କୋଭିଡ ରୋଗୀଙ୍କ ପାଇଁ ଭେଂଟିଲେଟର ଗୁଡ଼ିକ କାର୍ଯ୍ୟରେ ଲଗାଇବାକୁ ଭାରତ ସରକାର ଦେଇଥିଲେ ନା ଅଚଳ କରି ରଖିବା ପାଇଁ ? କେଉଁ ଆଧାରରେ ଭେଂଟିଲେଟର ଗୁଡ଼ିକ ବିଭିନ୍ନ ମେଡ଼ିକାଲକୁ ପଠାଯାଇଛି? କେଉଁ ଜିଲ୍ଲାକୁ କେତେ ଭେଂଟିଲେଟର ଦେଇଛ? ମ୍ୟାନୁଫ୍ୟାକଚରିଂ ଡ଼ିଫେକ୍ଟ କହି ବିଜେଡି ମୁଖପାତ୍ର ଯେଉଁ ସଫେଇ ଦେଖାଇ ହେଉଛନ୍ତି, ସେ ସବୁକୁ କ’ଣ ଠିକ୍ କରାଯାଇ ପାରିବନି। ରୋଗୀଙ୍କୁ ଭେଂଟିଲେଟର ମିଳୁନଥିବା ବେଳେ ଏହାକୁ ଖତ ଭଳି ପକାଇ ରଖିବା ଯୁକ୍ତିଯୁକ୍ତ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାରଙ୍କ ନିଜସ୍ୱ ବ୍ୟବସ୍ଥାରେ କେତେ ଭେଂଟିଲେଟର ଅଛି ଏବଂ ଅନ୍ୟାନ୍ୟ ସମୁଦାୟଙ୍କ ବ୍ୟବସ୍ଥାରେ କେତେ ଭେଂଟିଲେଟର ଅଛି ତାହା ସ୍ପଷ୍ଟୀକରଣ କରନ୍ତୁ । ଯଦି ଭେଂଟିଲେଟର କିଛି ଅଚଳ ଅଛି ତେବେ ତାହାକୁ କାର୍ଯ୍ୟକ୍ଷମ କରି ଲୋକଙ୍କ ଜୀବନ ବଂଚାଇବା କାମରେ ଲଗାନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story