ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ

  • Published: Thursday, 14 March 2024
  • , Updated: 14 March 2024, 03:35 PM IST

ମେଣ୍ଟ ଚର୍ଚ୍ଚା ଭିତରେ ବଡ଼ ସୂଚନା ଦେଲେ ବିଜେପି ସଭାପତି ମନମୋହନ ସାମଲ। କହିଲେ, ଓଡ଼ିଶାରେ ବିଜେପିର ସରକାର ହେବ। ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ। ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ ।  ନିର୍ବାଚନ କମିଟି ମିଟିଂରେ ସମସ୍ତ ସିଟ୍‌ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story