ମାହାଙ୍ଗା ଡବଲ ମର୍ଡରର ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, ଡିଜିପିଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ମାମଲାର ତଦନ୍ତରେ ଶିଥିଳତାକୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହ ପୁଲିସ ଡିଜିଙ୍କୁ ଚିଠି ଲେଖି ଏହି ରାଜନୀତିକ ହତ୍ୟା ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜାଣିବାକୁ ଚାହିଁଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଓ ସେମାନଙ୍କ ହତ୍ୟାର ମୁଖ୍ୟ ଅପରାଧୀ ପ୍ରଫୁଲ୍ଲ ବିଶ୍ୱାଳଙ୍କର ରହସ୍ୟଜନକ ସଡ଼କ […]

samir

samir

Ordigital Desk
  • Published: Wednesday, 17 February 2021
  • Updated: 17 February 2021, 09:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ମାମଲାର ତଦନ୍ତରେ ଶିଥିଳତାକୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହ ପୁଲିସ ଡିଜିଙ୍କୁ ଚିଠି ଲେଖି ଏହି ରାଜନୀତିକ ହତ୍ୟା ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜାଣିବାକୁ ଚାହିଁଛି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଓ ସେମାନଙ୍କ ହତ୍ୟାର ମୁଖ୍ୟ ଅପରାଧୀ ପ୍ରଫୁଲ୍ଲ ବିଶ୍ୱାଳଙ୍କର ରହସ୍ୟଜନକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ବିଜେପି ଦାବି କରିଛି।

ପୁଲିସ ଶାସକ ଦଳର ଚାପରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କରିବା ତ ଦୂରର କଥା ଏପର୍ଯ୍ୟନ୍ତ ତାଙ୍କୁ ତଦନ୍ତ ପରିସରଭୁକ୍ତ ବି କରୁନାହିଁ। ଯଦିଓ ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୪ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା। ଓଡ଼ିଶାରେ ଆଉ କେତେଦିନ ବିଜେପି ନେତାମାନେ ରାଜନୀତିକ ହତ୍ୟାର ଶିକାର ହେବେ ଓ ଚାଲିଥିବା ରାଜନୈତିକ ହତ୍ୟା ବିରୁଦ୍ଧରେ ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରୁ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଡିଜିପିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ମାହାଙ୍ଗା ହତ୍ୟାକାଣ୍ଡ ପରେ ପ୍ରଫୁଲ ବିଶ୍ୱାଳଙ୍କୁ ମନ୍ତ୍ରୀ ପ୍ରତାପ ଜେନା ଅଣ୍ଡରଗ୍ରାଉଣ୍ଡ କରି ରଖିଥିଲେ। ଟାଙ୍ଗୀ ପୁଲିସ ମୋବାଇଲ ଟ୍ରାକ କରି ପ୍ରଫୁଲ ବିଶ୍ୱାଳ ଟାଙ୍ଗୀରେ ଅଛନ୍ତି ବୋଲି ଜାଣିବା ପରେ ବି କିପରି ତାଙ୍କୁ ଖୋଜି ପାରିଲା ନାହିଁ। ପ୍ରଫୁଲ ବିଶ୍ୱାଳଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିବା ସହ ଗାଡ଼ି ଦୁର୍ଘଟଣାରେ ପ୍ରଫୁଲ ବିଶ୍ୱାଳଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାବେଳେ କିପରି ତାଙ୍କ ବାଇକ, ମୋବାଇଲ ଏବଂ ହେଲମେଟ ସୁରକ୍ଷିତ ଥିଲା ବୋଲି ପ୍ରଶ୍ନ କରିଛନ୍ତି। ତଦନ୍ତରେ ଶିଥିଳତା ଯୋଗୁଁ ଅନେକ ଅପରାଧୀ ଧରାପଡୁନାହାଁନ୍ତି ଏବଂ ଯେଉଁମାନଙ୍କୁ ପଲିସ ଧରୁଛି ସେମାନଙ୍କୁ ସହଜରେ ଜାମିନ ମିଳିଯାଉଛି । ଆଇନଶୃଙ୍ଖଳା ରକ୍ଷା କରିବା ଏବଂ ଜଘନ୍ୟ ଅପରାଧ ଉପରେ ରୋକ୍ ଲଗାଇବା ପୁଲିସର କତ୍ତବ୍ୟ। କିନ୍ତୁ ଓଡ଼ିଶାରେ ଅପରାଧ ହାର ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story