୧୨ରେ ମୁଖ୍ୟମନ୍ତ୍ରୀ କରିବେ ୬ ଜୋନରେ ଭର୍ଚୁଆଲ ସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଭର୍ଚୁଆଲ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପ୍ରିଲ ୧୩ ତାରିଖରେ ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ବାଇକ୍ ରାଲି ଓ ସଭା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ତାରିଖରେ ଭର୍ଚୁଆଲ ସଭା କରିବେ ବୋଲି ଜଣାପଡ଼ିଛି। ଦଳ ସୂତ୍ରରୁ ମିଳିଥିବା ସୂଚନା […]

CM Naveen Patnaik

CM Naveen Patnaik

Manoranjan Sial
  • Published: Thursday, 08 April 2021
  • Updated: 08 April 2021, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଭର୍ଚୁଆଲ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପ୍ରିଲ ୧୩ ତାରିଖରେ ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ବାଇକ୍ ରାଲି ଓ ସଭା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ତାରିଖରେ ଭର୍ଚୁଆଲ ସଭା କରିବେ ବୋଲି ଜଣାପଡ଼ିଛି।

ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୨ତାରିଖରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୬ଟି ଜିଲ୍ଲା ପରିଷଦ ଜୋନରେ ଭର୍ଚୁଆଲ ସଭା କରିବେ। ପିପିଲିର ୨୫ ପଂଚାୟତ, ଡେଲାଙ୍ଗର ୨୧ ପଂଚାୟତ ଓ ପିପିଲି ଏନଏସିର ୧୬ଟି ୱାର୍ଡକୁ ମିଶାଇ ଏହି ଭର୍ଚୁଆଲ ସଭା ୬ଟି ସ୍ଥାନରେ ଗୋଟିଏ ଦିନରେ ହେବ। ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ପଂଚାୟତଗୁଡ଼ିକର ଦଳୀୟ କର୍ମୀଙ୍କୁ ଏକଜୁଟ କରି ଭର୍ଚୁଆଲ ସଭାସ୍ଥଳକୁ ଅଣାଯିବ। ଦଳ ପକ୍ଷରୁ ସେଥିପାଇଁ ପୋଷ୍ଟର ଲଗାଯିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ମଧ୍ୟ ଦିଆଯାଇଛି। ଏହି ସଭା ମାଧ୍ୟମରେ ବିଜେଡିର ଭୋଟ ହାର ବୃଦ୍ଧି ପାଇବ ବୋଲି ଦଳ ଯୋଜନା ରଖିଛି। ଧର୍ମେନ୍ଦ୍ର ୧୩ତାରିଖରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇବାର ଥିବାରୁ ତା’ପୂର୍ବରୁ ବିଜେଡି ନିଜର ଟ୍ରମ୍ପ କାର୍ଡ ନବୀନ ପଟ୍ଟନାୟକଙ୍କୁ ଓହ୍ଲାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ବିଜେଡି ଉପସଭାପତି ତଥା ପିପିଲି ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ବିଜେଡିର ବିପୁଳ ବିଜୟ ହେବ। ଗତ ୨୦୧୯ ନିର୍ବାଚନ ଅପେକ୍ଷା ଅଧିକ ହାରରେ ଜିତିବୁ। ଦଳର ଟ୍ରମ୍ପ କାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ପ୍ରଚାର କରିବେ ଦଳର ଭୋଟର ହାର ଆହୁରି ବଢ଼ିବ। ଦୁଇ ତିନିଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ତାରିଖ ସ୍ଥିର ହେବ। ଦୀର୍ଘଦିନ ଧରି ପ୍ରଦୀପ ମହାରଥୀଙ୍କ ନିଜ ଧାରାରେ ଏକାକୀ ପିପିଲିରେ ନିର୍ବାଚନ ପରିଚାଳନା କରୁଥିଲେ। ତାଙ୍କ ଅନୁପସ୍ଥିତିରେ ବ୍ଲକ ଓ ପଂଚାୟତସ୍ତରରେ ମହାରଥୀଙ୍କ କର୍ମୀଙ୍କ ସହ ପର୍ଯ୍ୟବେକ୍ଷକମାନଙ୍କ ସମନ୍ୱୟ ହୋଇଛି। ପ୍ରଚାର ଜୋରରେ ଚାଲିଛି। ନବୀନବାବୁ ଯେବେ ଆସିବେ, ଲୋକଙ୍କ ଆଭିମୁଖ୍ୟ ବିଜେଡି ଆଡ଼େ ଆହୁରି ଆସିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story