ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଅସୁସ୍ଥ ହୋଇପଡ଼ିଛନ୍ତି। ଡାକ୍ତରଙ୍କ ପରାମର୍ଶରେ ସେ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶରେ ସେ ଦିଲ୍ଲୀ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କଂଗ୍ରେସର […]

Niranjan Patnaik

Niranjan Patnaik

Ordigital Desk
  • Published: Thursday, 15 April 2021
  • Updated: 15 April 2021, 10:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଅସୁସ୍ଥ ହୋଇପଡ଼ିଛନ୍ତି। ଡାକ୍ତରଙ୍କ ପରାମର୍ଶରେ ସେ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶରେ ସେ ଦିଲ୍ଲୀ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ସଭାପତି ଶ୍ରୀ ପଟ୍ଟନାୟକଙ୍କର ପୂର୍ବରୁ ହାର୍ଟ ଅପରେସନ୍ ହୋଇଥିଲା। ଆଜି ସେ ଛାତିରେ ଟିକେ ଯନ୍ତ୍ରଣା ଅନୁଭବ କଲେ । ଡାକ୍ତରମାନେ ତାଙ୍କୁ ଦିଲ୍ଲୀ ଯିବା ପାଇଁ ପରାମର୍ଶ ଦେଇଥିବାରୁ ସେ ଦିଲ୍ଲୀ ଯାଇଛନ୍ତି। ସେ ସାମାନ୍ୟ ଅସୁସ୍ଥ ଅଛନ୍ତି। ଶ୍ରୀ ପଟ୍ଟନାୟକ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇ ନଥିବା ନେତା ଜଣଙ୍କ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଆଜି କଂଗ୍ରେସ ଭବନରେ ପିପିଲିର ଦିଂବଗତ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ସମ୍ମାନରେ ଆୟୋଜିତ ଶୋକସଭାରେ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ। ସେ ଅଜିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଗତ କିଛିଦିନ ତଳେ ଆଇସୋଲେସନରେ ଥିଲେ ଓ ନିଜର କୋଭିଡ୍ ପରୀକ୍ଷା ମଧ୍ୟ କରିଥିଲେ। ମାତ୍ର ତାଙ୍କର କୋଭିଡ୍ ନେଗେଟିଭ୍ ଥିବା ଜଣାପଡ଼ିବା ପରେ ସେ ସାଂଗଠନିକ କାର୍ଯ୍ୟରେ ପୁଣି ସକ୍ରିୟ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story