ପିସିସି ସଭାପତିଙ୍କୁ ତେର୍ଚ୍ଛା ବାଣ ମାରିଲେ ତାରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ତେଜିଲା ପିସିସି ସଭାପତି ପରିବର୍ତ୍ତନ ଦାବି। ଗତକାଲି ପରି ଆଜି ଜୟପୁର ବିଧାୟକ ତାରା ବାହିନୀପତି ବର୍ତ୍ତମାନର ପିସିସି ସଭାପତିଙ୍କୁ ମାରିଛନ୍ତି ତେର୍ଚ୍ଛା ବାଣ। ଆଉ କହିଛନ୍ତି, ବିଧାୟକଙ୍କ ଭିତରୁ ଜଣକୁ କରାଯାଉ ପିସିସି ସଭାପତି। ତାରା କହିଛନ୍ତି, ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାଯାଉ। ସିଏ ସୁର ଭାଇ ହୁଅନ୍ତୁ ବା ଅନ୍ୟ କେହି। ଆମେ ତାଙ୍କୁ ସ୍ୱାଗତ କରିବୁ। ଏହା ମୋର ଦାବି। ଜଣେ ବିଧାୟକ ପିସିସି […]

tara

tara

Manoranjan Sial
  • Published: Friday, 08 April 2022
  • Updated: 08 April 2022, 08:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ତେଜିଲା ପିସିସି ସଭାପତି ପରିବର୍ତ୍ତନ ଦାବି। ଗତକାଲି ପରି ଆଜି ଜୟପୁର ବିଧାୟକ ତାରା ବାହିନୀପତି ବର୍ତ୍ତମାନର ପିସିସି ସଭାପତିଙ୍କୁ ମାରିଛନ୍ତି ତେର୍ଚ୍ଛା ବାଣ। ଆଉ କହିଛନ୍ତି, ବିଧାୟକଙ୍କ ଭିତରୁ ଜଣକୁ କରାଯାଉ ପିସିସି ସଭାପତି।

ତାରା କହିଛନ୍ତି, ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାଯାଉ। ସିଏ ସୁର ଭାଇ ହୁଅନ୍ତୁ ବା ଅନ୍ୟ କେହି। ଆମେ ତାଙ୍କୁ ସ୍ୱାଗତ କରିବୁ। ଏହା ମୋର ଦାବି। ଜଣେ ବିଧାୟକ ପିସିସି ସଭାପତି ହେଲେ, ସେ କୌଣସି ଜିଲ୍ଲାକୁ ଗଲେ, ସର୍କିଟ୍‌ ହାଉସରେ ରହିବା ପାଇଁ ଜିଲ୍ଲାପାଳଙ୍କୁ କହିଲେ ତାଙ୍କ କଥା ଶୁଣିବେ। ହେଲେ ଅନ୍ୟ କେହି ହେଲେ ତାଙ୍କ କଥା ଶୁଣିବେ ନାହିଁ। କାରଣ ବର୍ତ୍ତମାନ ଆମର ସଙ୍ଗଠନ କିଛି ନାହିଁ। ଜିଲ୍ଲାପାଳମାନେ ଜିଲ୍ଲା ସଭାପତିଙ୍କୁ ବାସି ପାଣିରେ ପଚାରୁ ନାହାନ୍ତି। ସେପରି ସ୍ଥିତିରେ ପିସିସି ସଭାପତି ଜଣେ ବିଧାୟକ ହେଲେ ଭଲ ହେବ। ସେ ସମସ୍ତଙ୍କୁ ଧରି ଚାଲି ପାରିବେ। ଏ ସମ୍ପର୍କରେ ମୋତେ କେହି ପଚାରିଲେ ମୁଁ କହିବି ବୋଲି ତାରା କହିଛନ୍ତି।

ସେ ଆହୁରି କହିଛନ୍ତି, ମୋର ଦିଲ୍ଲୀ ଯିବାର ନାହିଁ। ଯେଉଁମାନେ ଦିଲ୍ଲୀ ଯାଉଛନ୍ତି ଓ ଦିଲ୍ଲୀର ନେତାମାନଙ୍କ ସହ ମିଶୁଛନ୍ତି, ସେମାନେ କେବେ ଜିତି ପାରିନାହାନ୍ତି। ଯିଏ ଦିଲ୍ଲୀ ଯାଇଛି, ସିଏ ପସ୍ତାଇଛି, ଯିଏ ଦିଲ୍ଲୀ ନଯାଇଛି ସେ ମଧ୍ୟ ପସ୍ତାଇଛି। ଆମକୁ କେହି ଦିଲ୍ଲୀରେ କେହି ଚିହ୍ନିନାହାନ୍ତି। ଆମର ଯିବାର ନାହିଁ। ମିଳିଲେ ଠିକ୍‌, ନମିଳିଲେ ବି ଠିକ୍‌ ବୋଲି ତାରା ଭାଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story