ଆସନ୍ତାକାଲି ପରୀ ପରିବାରକୁ ଭେଟିବ କଂଗ୍ରେସ ଟିମ୍‌, ଅରୁଣ ସାହୁଙ୍କ ବହିଷ୍କାର ଛୋଟିଆ ପ୍ରସଙ୍ଗ: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାରେ ସ୍ୱର ନରମ କରି ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମର୍ଥନ କରୁଥିବା କଂଗ୍ରେସ ଆଜି କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ବହିଷ୍କାରକୁ ଛୋଟିଆ ପ୍ରସଙ୍ଗ(ମାଇନର ଇସ୍ୟୁ) ବୋଲି କହିଛି। ଏହାସହିତ ପରୀ ମାମଲାକୁ ହାଲକା କରିବା ନିମନ୍ତେ ଦଳ ଗତ ୨୦ବର୍ଷ ଧରି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ଦାବି କରୁଛି। ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାରଙ୍କ ଉପସ୍ଥିତିରେ ଆଜି […]

niranjan-1--1

niranjan-1--1

Manoranjan Sial
  • Published: Friday, 04 December 2020
  • Updated: 04 December 2020, 07:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାରେ ସ୍ୱର ନରମ କରି ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମର୍ଥନ କରୁଥିବା କଂଗ୍ରେସ ଆଜି କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ବହିଷ୍କାରକୁ ଛୋଟିଆ ପ୍ରସଙ୍ଗ(ମାଇନର ଇସ୍ୟୁ) ବୋଲି କହିଛି। ଏହାସହିତ ପରୀ ମାମଲାକୁ ହାଲକା କରିବା ନିମନ୍ତେ ଦଳ ଗତ ୨୦ବର୍ଷ ଧରି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ଦାବି କରୁଛି।

ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାରଙ୍କ ଉପସ୍ଥିତିରେ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ ପରୀ ପ୍ରସଙ୍ଗରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଦୁଇ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜାଙ୍କ ମଧ୍ୟରେ ମତଭେଦକୁ ଖାରଜ କରିଦେଇଛନ୍ତି। ଆଉ ପରୀ ପ୍ରସଙ୍ଗରେ କଂଗ୍ରେସ ମ୍ୟାନେଜ ହେଲା ବୋଲି ସୁର ଓ ସନ୍ତୋଷ ଦେଇଥିବା ବୟାନକୁ ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର କହି ଶ୍ରୀ ପଟ୍ଟନାୟକ ଏଡ଼ାଇ ଯାଇଛନ୍ତି। ପ୍ରଭାରୀ ଚେଲାକୁମାର ଆସନ୍ତାକାଲି ନୟାଗଡ଼ ଯାଇ ପରୀ ପରିବାରକୁ ଭେଟିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ପରୀ ଘଟଣାର ଏସଆଇଟି ତଦନ୍ତ ପାଇଁ ସରକାରଙ୍କ ନିଷ୍ପତ୍ତିରେ ତାଙ୍କ ଦଳ ସନ୍ତୁଷ୍ଟ ଥିବା କହିଛନ୍ତି।

ସିବିଆଇ ତଦନ୍ତକୁ ସିଧାସଳଖ ଖାରଜ କରି କହିଛନ୍ତି ଯେ, ନ୍ୟାୟପାଳିକା ଉପରେ ତାଙ୍କ ଦଳର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ସିବିଆଇ ରାଜ୍ୟରେ ୧୯-୨୦ଟି ମାମଲାର ତଦନ୍ତ କରୁଛି, କିନ୍ତୁ କୌଣସିରେ ସଫଳତା ମିଳିନାହିଁ। ତେଣୁ ତାଙ୍କ ଦଳ ପାଇଁ ପରୀ ମାମଲାରେ ବିବାଦୀୟ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏକ ମାଇନର ଇସ୍ୟୁ। ସେ ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରୁଛନ୍ତି। ଅବଶ୍ୟ ପରୀ ପ୍ରସଙ୍ଗରେ ନୁହେଁ, ଗତ ୨୦ବର୍ଷ ଧରି ରାଜ୍ୟରେ ଦେଖାଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ଇସ୍ତଫା ଦାବି କରୁଥିବା କହିଛନ୍ତି।

ଏପଟେ କଂଗ୍ରେସ ପ୍ରଭାରୀ ଚେଲାକୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପରୀକୁ ନ୍ୟାୟ ମିଳିବା ଦରକାର। ପରୀ ପ୍ରସଙ୍ଗରେ ଦଳ ଭିତରେ ଭୁଲ୍ ବୁଝାମଣା ଥିବାକୁ ସ୍ୱୀକାର କରି ଏହା ଏବେ ଦୂର ହୋଇଛି ବୋଲି କହିଛନ୍ତି। ସିବିଆଇ ତଦନ୍ତ ଉପରେ କଂଗ୍ରେସର ଭରସା ନାହିଁ। କଂଗ୍ରେସ ପକ୍ଷରୁ କୋର୍ଟ ମନିଟର ଏସଆଇଟି ତଦନ୍ତ ଦାବି ହୋଇଛି ଓ ଏହା ଏବେ ଚାଲିଛି ବୋଲି ସେ କହିଛନ୍ତି। ତେବେ, ପରୀ ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ପ୍ରତିଦିନ କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି ନହେବା ମନ୍ତ୍ରୀ ଶ୍ରୀ ସାହୁଙ୍କ ନିମନ୍ତେ ଆଶ୍ୱସ୍ତିର ପ୍ରସଙ୍ଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story