କଳିଙ୍ଗ ନଗର ଗଣହତ୍ୟାର ୧୫ତମ ବାର୍ଷିକୀ: ରାଜ୍ୟବ୍ୟାପୀ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର କଳିଙ୍ଗନଗର ଶିଳ୍ପାଂଚଳରେ ଗତ ୨୦୦୬ ମସିହା ଜାନୁୟାରୀ ୨ତାରିଖରେ ବର୍ବରୋଚିତ ଭାବେ ୧୬ ଆଦିବାସୀଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ଘଟଣାର ୧୫ବର୍ଷ ପୁରିବାକୁ ଯାଉଛି। ସେତେବେଳେ ନବୀନ ପଟ୍ଟନାୟକ ସରକାରର ଏହି କଳଙ୍କିତ ଅଧ୍ୟାୟକୁ ପୁଣିଥରେ ସତେଜ କରାଇବା ସହ ଆଦିବାସୀଙ୍କୁ ସେମାନଙ୍କ ହକ୍ ଦେବା ନିମନ୍ତେ ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀମାନେ ଜାନୁୟାରୀ ୨ତାରିଖ ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ବ୍ଳକ, ପୌରାଂଚଳ ଓ ଜିଲ୍ଲା ମହକୁମାରେ […]

CONGRESS

CONGRESS

Manoranjan Sial
  • Published: Tuesday, 29 December 2020
  • Updated: 29 December 2020, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର କଳିଙ୍ଗନଗର ଶିଳ୍ପାଂଚଳରେ ଗତ ୨୦୦୬ ମସିହା ଜାନୁୟାରୀ ୨ତାରିଖରେ ବର୍ବରୋଚିତ ଭାବେ ୧୬ ଆଦିବାସୀଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ଘଟଣାର ୧୫ବର୍ଷ ପୁରିବାକୁ ଯାଉଛି। ସେତେବେଳେ ନବୀନ ପଟ୍ଟନାୟକ ସରକାରର ଏହି କଳଙ୍କିତ ଅଧ୍ୟାୟକୁ ପୁଣିଥରେ ସତେଜ କରାଇବା ସହ ଆଦିବାସୀଙ୍କୁ ସେମାନଙ୍କ ହକ୍ ଦେବା ନିମନ୍ତେ ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀମାନେ ଜାନୁୟାରୀ ୨ତାରିଖ ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ବ୍ଳକ, ପୌରାଂଚଳ ଓ ଜିଲ୍ଲା ମହକୁମାରେ ଧାରଣାରେ ବସିବେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଓଡ଼ିଶାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା କଳିଙ୍ଗନଗରରେ ୧୫ବର୍ଷ ତଳେ ଆଦିବାସୀ ଗଣହତ୍ୟା କରାଯାଇଥିଲା। ଆଜକୁ ଠିକ୍ ୧୫ ବର୍ଷ ତଳେ ୨୦୦୬ର ନୂଆ ବର୍ଷର ଦ୍ୱିତୀୟ ଦିନରେ ବିଜେଡି ଓ ବିଜେପି ମେଣ୍ଟ ସରକାର ନିରୀହ ଆଦିବାସୀମାନଙ୍କ ଉପରେ ଗୁଳି ଚଳାଇଥିଲା ଓ ଏଥିରେ ୧୬ ଜଣ ଆଦିବାସୀ ଭାଇ ଓ ଭଉଣୀ ପ୍ରାଣ ହରାଇଥିଲେ। ୬ ମାସର ନିଷ୍ପାପ ଶିଶୁର ମା’ ମଧ୍ୟ ବିଜେଡ଼ି-ବିଜେପି ସରକାରର ଗୁଳି ମାଡ଼ରୁ ରକ୍ଷା ପାଇ ପାରିନଥିଲା। ଗୋଟିଏ ପଟେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଆଦିବାସୀଙ୍କ ଭିଟାମାଟି ଓ ଜମିର ସୁରକ୍ଷା ପାଇଁ ଐତିହାସିକ ଜଙ୍ଗଲ ଅଧିକାର ଆଇନ୍ ଓ ଜମି ଅଧିଗ୍ରହଣ ଆଇନ୍ ଲାଗୁ କରିଥିଲାବେଳେ ଅନ୍ୟପଟେ ବିଜେଡି ଓ ବିଜେପିର ମେଣ୍ଟ ସରକାର ସେତେବେଳେ ନିରୀହ ଆଦିବାସୀଙ୍କ ଜମି ଛଡ଼େଇ ନେଲା। ଆଜିର ଦିନରେ ସେହି ଘଟଣାର ପୁନରାବତ୍ତି କରି ଚାଷୀ ମାରଣ ଯଜ୍ଞ ଚଳାଇଛି। ତେବେ ଆଦିବାସୀଙ୍କର ସମ୍ମାନ, ସ୍ୱାଭିମାନ ଓ ସ୍ୱାର୍ଥପାଇଁ କଂଗ୍ରେସ ଦଳ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଆସନ୍ତା ୨ତାରିଖରେ ରାଜ୍ୟବ୍ୟାପୀ ଧାରଣାରେ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story