‘ଦୀପ ଲିଭିଲା ବେଳେ ଜୋର ଜଳେ’

  • Published: Friday, 03 May 2024
  • , Updated: 03 May 2024, 06:47 PM IST

ଆଜି ନାମାଙ୍କନ ଭରିଛନ୍ତି ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ନାମାଙ୍କନ ଦାଖଲ ପରେ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ଦୀପ ଲିଭିଲା ବେଳେ ଜୋର ଜଳେ କହିଲେ ଭର୍ତ୍ତୃହରି। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ପାଇଁ ଆମର ଏହି ଲଢ଼େଇ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story