ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା

  • Published: Monday, 29 January 2024
  • , Updated: 29 January 2024, 06:08 PM IST

ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ ଯାତ୍ରା କଳାକାର ଦୈତାରୀ ପଣ୍ଡା। ତେବେ ସେ କଣ କହିଛନ୍ତି ଶୁଣନ୍ତୁ।

Related story