ରାଜ୍ୟସଭାରେ ମୁହାଁମୁହିଁ ହେଲେ ଧର୍ମେନ୍ଦ୍ର ପ୍ରଧାନ ଓ ସସ୍ମିତ ପାତ୍ର

  • Published: Wednesday, 07 February 2024
  • , Updated: 07 February 2024, 12:31 PM IST

ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର ପରେ ରାଜ୍ୟସଭାରେ ମୁହାଁମୁହିଁ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ ସସ୍ମିତ ପାତ୍ର। କୌଣସି ସ୍ଥିତିରେ ଆଦିବାସୀଙ୍କ ସାମ୍ବିଧାନିକ ଅନୁମୋଦିତ ଅଧିକାର ଏବଂ ସୁରକ୍ଷା ସହ ସାଲିସ୍ କରାଯିବ ନାହିଁ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ସସ୍ମିତ କଣ କହିଥିଲେ ଶୁଣନ୍ତୁ। (ସୌଜନ୍ୟ - ସଂସଦ ଟିଭି)

Related story