ଧରିଦେଲେ ନିର୍ବାଚନ କମିଶନର, ଅଡୁଆରେ ବିଜେଡି !

ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନର ବ୍ୟବହାର ନେଇ ସ୍ପଷ୍ଟୀକରଣ ମାଗିଲେ ଭାରତୀୟ ନିର୍ବାଚନ କମିସନ।

Manoj Swain
  • Published: Friday, 01 March 2024
  • Updated: 01 March 2024, 11:45 AM IST

Sports

Latest News

ବିଜେଡିକୁ ECI ଛାଟ। ମହଙ୍ଗା ପଡିପାରେ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ବ୍ୟବହାର। ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନର ବ୍ୟବହାର ନେଇ ସ୍ପଷ୍ଟୀକରଣ ମାଗିଲେ ଭାରତୀୟ ନିର୍ବାଚନ କମିସନ। ମାର୍ଚ୍ଚ୨ ସୁଦ୍ଧା ରାଜ୍ୟ ସରକାର ଦେବେ ରିପୋର୍ଟ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos