ପଦ୍ମ ଧରିଲେ NACର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ

  • Published: Monday, 18 March 2024
  • , Updated: 18 March 2024, 09:02 PM IST

ବିଜେପିରେ ଯୋଗ ଦେଲେ ରାଜଗାଙ୍ଗପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ। ଆଜି ବିଜେଡିର ପୂର୍ବତନ ନେତା ପୂର୍ଣ୍ଣଚନ୍ଦ୍ର ରାଉତ ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ରାଜ୍ୟ ସଭାପତି କେଭି ସିଂଦେଓ ଏବଂ ସାଂସଦ ଜୁଏଲ ଓରାମଙ୍କ ଉପସ୍ଥିତିରେ ସାମିଲ ହେଲେ। 

Related story