୩ ରାଜ୍ୟସଭା ପ୍ରାର୍ଥିପତ୍ର କାଏମ: ନିରଞ୍ଜନ ବିଶିଙ୍କ ନାଁରେ ୧୭ ମାମଲା, ସେ ବି କୋଟିପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାର ୩ଟି ଆସନ ପାଇଁ ଗତକାଲି ନାମାନଙ୍କ ପତ୍ର ଦାଖଲର ଶେଷଦିନରେ ଦାଏର ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ନାମାଙ୍କନ ପତ୍ର କାଏମ ରହିଛି। ତେବେ ରାଜ୍ୟସଭାର ଉପନିର୍ବାଚନ ଆସନ ପାଇଁ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଶେଷ ତାରିଖ ଜୁନ୍ ୩ ରହିଥିବାରୁ ତାଙ୍କ ପ୍ରାର୍ଥିପତ୍ର ସମ୍ପର୍କରେ କିଛି ସୂଚନା ମିଳିଛି। ଶ୍ରୀ ବିଶି ଦାଖଲ କରିଥିବା ସତ୍ୟପାଠରେ […]

Niranjan-Bishi

Niranjan-Bishi

Ordigital Desk
  • Published: Wednesday, 01 June 2022
  • Updated: 01 June 2022, 07:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାର ୩ଟି ଆସନ ପାଇଁ ଗତକାଲି ନାମାନଙ୍କ ପତ୍ର ଦାଖଲର ଶେଷଦିନରେ ଦାଏର ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ନାମାଙ୍କନ ପତ୍ର କାଏମ ରହିଛି। ତେବେ ରାଜ୍ୟସଭାର ଉପନିର୍ବାଚନ ଆସନ ପାଇଁ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଶେଷ ତାରିଖ ଜୁନ୍ ୩ ରହିଥିବାରୁ ତାଙ୍କ ପ୍ରାର୍ଥିପତ୍ର ସମ୍ପର୍କରେ କିଛି ସୂଚନା ମିଳିଛି। ଶ୍ରୀ ବିଶି ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ନାଁରେ ୧୭ଟି ଅପରାଧ ମାମଲା ଓ ତାଙ୍କର ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ମୋଟ କୋଟିଏ ଟଙ୍କାରୁ ଅଧିକ ବୋଲି ଦର୍ଶାଇଛନ୍ତି। ବିଜେଡିର ଅନ୍ୟ ୩ଜଣ ରାଜ୍ୟସଭା ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ନିରଞ୍ଜନ ଓ ତାଙ୍କ ପତ୍ନୀଙ୍କ ସ୍ଥାବର-ଅସ୍ଥାବର ସମ୍ପତ୍ତିର ପରିମାଣ ମୋଟ ୧.୧୫କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଜେଡିର ୪ଜଣ ରାଜ୍ୟସଭା ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ଯାଂଚବେଳେ ସୁଲତା, ମାନସ ଓ ସସ୍ମିତଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ନିରଞ୍ଜନଙ୍କ ପ୍ରାର୍ଥିପତ୍ର ଯାଂଚ ଜୁନ୍ ୪ ତାରିଖରେ ହେବ । ତେବେ ନିରଞ୍ଜନ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ନାଁରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ମୋଟ ୧୭ଟି ଅପରାଧ ମାମଲା ରହିଛି। ଏଥିରୁ କେତେକ ମାମଲା ସଙ୍ଗୀନ ମଧ୍ୟ ରହିଛି। ତେବେ ମୋଟ ୧୭ଟି ମାମଲା ମଧ୍ୟରୁ କେବଳ ବଲାଙ୍ଗିରର ଲରମ୍ଭା ଥାନାରେ ୨୦୧୪ ମସିହାରେ ରୁଜୁ ଏକ ମାମଲାରେ ତାଙ୍କ ନାଁରେ ପାଟଣାଗଡ଼ ଏସଡିଜେଏମ୍ କୋର୍ଟ ୨୦୧୬ ଅଗଷ୍ଟ ୧୦ ତାରିଖରେ ଚାର୍ଜଫ୍ରେମ କରିଛନ୍ତି।

୫୩ବର୍ଷୀୟ ନିରଞ୍ଜନଙ୍କ ପାଖରେ ୨୬.୯୨ଲକ୍ଷ ଟଙ୍କାର ସ୍ଥାବର ଓ ୭୯.୪୦ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୯.୪୦ଲକ୍ଷ ଟଙ୍କାର ସମ୍ପତ୍ତି ଅଛି । ନିରଞ୍ଜନଙ୍କ ନିଜ ପାଖରେ ଚାରିଚକିଆ ଯାନ ନାହିଁ ଓ ତାଙ୍କ ପାଖରେ କେବଳ ଗୋଟିଏ ହୋଣ୍ଡା ଆକ୍ଟିଭା ଓ ସିଡି ୧୦୦ ବାଇକ୍ ଅଛି ବୋଲି ଦର୍ଶାଇଛନ୍ତି । ନିରଞ୍ଜନ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୨୦୧୫ ମସିହାରେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ତେବେ ନିରଞ୍ଜନଙ୍କ ନାଁରେ ଏତେ ସଂଖ୍ୟକ ଅପରାଧିକ ମାମଲା ଥିବାବେଳେ ଶାସକ ବିଜେଡି ତାଙ୍କୁ ପ୍ରାର୍ଥୀ କରିବା ପରୋକ୍ଷରେ ତାଙ୍କ ବିରୁଦ୍ଧରେ ଥିବା ମାମଲାକୁ ଚପାଇ ଦେବା ଅବା ରଫାଦଫାର ମାର୍ଗକୁ ପ୍ରଶସ୍ତ କରାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି କୋଟିପତି ହୋଇଥିବାବେଳେ ମାନସଙ୍କ ସମ୍ପତ୍ତି ସେମାନଙ୍କ ମଧ୍ୟରେ ସର୍ବାଧିକ। ଏହି ୪ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ କେହି ମଇଦାନରେ ନଥିବାରୁ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story