ପିପିଲି ଉପନିର୍ବାଚନ: ଆଶ୍ରିତଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ପୁରୀ ଜିଲ୍ଲା ସଭାପତି ତଥା ପିପିଲିରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ଏଥର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଏପ୍ରିଲ ୧୭ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ବିଜେପି ଆଜି ତା’ର ପ୍ରାର୍ଥୀ ଭାବେ ପୁଣିଥରେ ଆଶ୍ରିତ ପଟ୍ଟନାୟକଙ୍କ ଉପରେ […]

bjp

bjp

Ordigital Desk
  • Published: Thursday, 25 March 2021
  • Updated: 25 March 2021, 10:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ପୁରୀ ଜିଲ୍ଲା ସଭାପତି ତଥା ପିପିଲିରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ଏଥର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ଏପ୍ରିଲ ୧୭ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ବିଜେପି ଆଜି ତା’ର ପ୍ରାର୍ଥୀ ଭାବେ ପୁଣିଥରେ ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଭରସା କରିଛି। ଶ୍ରୀ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନରେ ପିିପିଲିରୁ ଦଳର ପ୍ରାର୍ଥୀ ହୋଇ ବିଜେଡିର ହେଭିୱେଟ୍ ନେତା ଦିବଂଗତ ପ୍ରଦୀପ ମହାରଥୀଙ୍କଠୁ ପରାଜିତ ହୋଇଥିଲେ।

ଅବଶ୍ୟ ବିଜେଡିର ଦୁର୍ଗ ଭାବେ ପରିଚିତ ପିପିଲିରେ ଶ୍ରୀ ପଟ୍ଟନାୟକଙ୍କ ପ୍ରଦର୍ଶନ ୨୦୧୯ ସାଧାରଣ ନିର୍ବାଚନରେ ବେଶ୍ ଭଲ ରହିଥିଲା। ସେହି ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ଭଳି ଟାଣୁଆ ବିଜେଡି ନେତାଙ୍କୁ ସେ କଡ଼ା ଟକ୍କର ଦେଇଥିଲେ।

ସେହି ନିର୍ବାଚନରେ ଆଶ୍ରିତ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ତେବେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ୧୫,୭୮୭ ଭୋଟରେ ଆଶ୍ରିତ ପରାସ୍ତ ହୋଇଥିଲେ।

ଟିକେଟ୍ ପାଇବା ପରେ ଆଶ୍ରିତ କହିଛନ୍ତି, ଏହି ଉପନିର୍ବାଚନରେ ପିପିଲିରେ ଇତିହାସ ସୃଷ୍ଟି ହେବ। ଗରିବଙ୍କ ହକ୍‌ ପାଇଁ ମୋ ଲଢ଼େଇ ଜାରି ରହିବ।

ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଦୋଳ ପୂର୍ଣ୍ଣିମୀ ଦିନ ଓ କଂଗ୍ରେସ ହୋଲି ପରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story