ସଂସଦରେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବିଜେଡି ସାଂସଦ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ନେଇ ବିଜେଡି ଓ ବିଜେପି ଆଜି ମୁହାଁମୁହିଁ ହୋଇଛନ୍ତି। ପବିତ୍ର ସଂସଦରେ ବିଜେଡି ସାଂସଦମାନେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରୁଛି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭାଗ ନେଇ ମିଥ୍ୟ ଅଭିଯୋଗ କରି ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି ବିଜେପି କହିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର […]

pruthiraj

pruthiraj

Manoranjan Sial
  • Published: Saturday, 06 February 2021
  • Updated: 06 February 2021, 09:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ନେଇ ବିଜେଡି ଓ ବିଜେପି ଆଜି ମୁହାଁମୁହିଁ ହୋଇଛନ୍ତି। ପବିତ୍ର ସଂସଦରେ ବିଜେଡି ସାଂସଦମାନେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରୁଛି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭାଗ ନେଇ ମିଥ୍ୟ ଅଭିଯୋଗ କରି ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି ବିଜେପି କହିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ବିଜେଡି ସାଂସଦ ସସ୍ମିତ ପାତ୍ର ସ୍ୱାମୀନାଥନ ରିପୋର୍ଟକୁ ନେଇ ସଂସଦରେ ମିଛ ତଥ୍ୟ ରଖିଛନ୍ତି। କଷ୍ଟ ଅଫ୍ ପ୍ରଡକ୍ସନକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି। ଚାଷୀଙ୍କ ରୋଜଗାର ୨ଗୁଣ କରିବା ଓ କୃଷି ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିସ୍ତୃତ ଭାବେ ରାଜ୍ୟସଭାରେ ମନ୍ତବ୍ୟ ଦେଇସାରିଲା ପରେ ତାଙ୍କୁ କଟାକ୍ଷ କରି ବିଜେଡି ସାଂସଦ ଶ୍ରୀ ପାତ୍ର କେତେକ ଉଦାହରଣ ଉପସ୍ଥାପନ କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଓ ବ୍ରିଭାନ୍ତିକର। ସ୍ୱାମୀନାଥନ ରିପୋର୍ଟ ଓ ଆନ୍ତଃମନ୍ତ୍ରୀସ୍ତରୀୟ ରିପୋର୍ଟକୁ ଭଲ ଭାବେ ନପଢ଼ି ବିଭ୍ରାନ୍ତିକର ବ୍ୟକ୍ତବ୍ୟ ଦେଇ ଶ୍ରୀ ପାତ୍ର ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି। ଯଦି ରିପୋର୍ଟକୁ ବୁଝି ପାରିନାହାନ୍ତି ତା’ହେଲେ ଆଲୋଚନା କରି ବ୍ୟକ୍ତବ୍ୟ ଦିଅନ୍ତୁ ଅବା ଖୋଲା ବିତର୍କକୁ ଆସି ଆଲୋଚନା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଆହ୍ୱାନ କରିଛନ୍ତି।

ଏହାସହିତ କୃଷକଙ୍କ ବିକାଶରେ ବାଧକ ସାଜି ବିଭ୍ରାନ୍ତିକରଣ ବ୍ୟକ୍ତବ୍ୟ ଦେଇ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। କେନ୍ଦ୍ର ସରକାର ସ୍ୱାମୀନାଥନ କମିଟିର ସୁପାରିଶକ୍ରମେ ଧାନର ଏମଏସପି ଧାର୍ଯ୍ୟ କରିନାହାନ୍ତି ବୋଲି ବିଜେଡି ଅଭିଯୋଗ କରିବା ସଂପୂର୍ଣ୍ଣ ମିଥ୍ୟା। ବାସ୍ତବ କଥା ହେଉଛି ଯେ, ୨୦୦୪ ମସିହା ଫେବୃଆରୀ ମାସରେ ଡା.ଏମ.ଏସ.ସ୍ୱାମୀନାଥନଙ୍କ ନେତୃତ୍ୱରେ ନ୍ୟାସନାଲ କମିଶନ ଅନ୍ ଫାର୍ମର୍ସ (ଏନସିଏଫ) ଗଠନ କରାଯାଇଥିଲା। ଆଉ ଏନସିଏଫ ପରାମର୍ଶ ଦେଇଥିଲେ ଯେ, ଉତ୍ପାଦନ ଖର୍ଚ୍ଚର ହାରାହାରି ମୂଲ୍ୟଠାରୁ ଏମଏସପି ସର୍ବନିମ୍ନ ୫୦ ପ୍ରତିଶତ ଅଧିକ ହେବା ଉଚିତ୍। ଏହି ସୁପାରିଶ ସମୟରେ ସ୍ୱାମୀନାଥନ ସଠିକ୍ ଭାବରେ ଏମଏସପି ଧାର୍ଯ୍ୟ ପାଇଁ କେଉଁ ମୂଲ୍ୟ ଏ୨ + ଏଫଏଲ କିମ୍ବା (ଏ୨ + ଏଫଏଲ ବା ସି୨) କୁ ବିଚାର କରାଯିବା ଉଚିତ୍ ତାହା ଉଲ୍ଲେଖ କରିନାହାନ୍ତି। ଏଥିରୁ ଡା.ପାତ୍ରଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ ହୋଇଥିବା ଶ୍ରୀ ହରିଚନ୍ଦନ କହିଛନ୍ତି।

ନରେନ୍ଦ୍ର ମୋଦି ସରକାର ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ୨ ଗୁଣା କରିବା ପାଇଁ ପ୍ରତିଶୃତିବଦ୍ଧ। ଧାନର କ୍ୱଂଟାଲ ପିଛା ଏମଏସପି ମୂଲ୍ୟ ୨୦୧୪-୧୫ ଆର୍ଥିକ ବର୍ଷରେ ମାତ୍ର ୧୩୬୦ ଟଙ୍କା ଥିବାବେଳେ ବର୍ତମାନ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୮୬୮ ଟଙ୍କାକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଅତ୍ୟାଧୁନିକ ‘ଆତ୍ମନିର୍ଭର ଭାରତ-କୃଷି’ଜରିଆରେ ବ୍ୟାପକ ବଜାର ସଂସ୍କାର ଏବଂ ୧ ଲକ୍ଷ କୋଟି ଟଙ୍କାର ‘କୃଷି ଭତ୍ତିଭୂମି ପାଣ୍ଠି’ ଅନ୍ତର୍ଭୁକ୍ତ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସେହିପରି କୃଷି କ୍ଷେତ୍ରର ବିକାଶ ପାଇଁ କୃଷି ପାଣ୍ଠି ଗଠନ କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଡା.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story