ବିଜେଡିକୁ ପାନେ ଦେବେ ବିଜେଡି ନେତା! ରାଷ୍ଟ୍ରପତି ନିର୍ବାଚନ ପରେ ଆରମ୍ଭ ହେବ ଅସଲ ଖେଳ !!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ସରକାରଙ୍କୁ ଗାଦିରୁ ହଠାଇବା ପାଇଁ ରଣନୀତି ଆରମ୍ଭ ହୋଇଥିବା ଚର୍ଚ୍ଚା। ଆସନ୍ତା ଅଗଷ୍ଟ ୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା ଓଡ଼ିଶା ଆସୁଛନ୍ତି। ଏହା ପୂର୍ବରୁ ରାଜ୍ୟର କିଛି ବରିଷ୍ଠ ନେତା ଦିଲ୍ଲୀରେ ତାଙ୍କୁ ସାକ୍ଷାତ କରିଛନ୍ତି। ବିଜେଡିର କିଛି ଅସନ୍ତୁଷ୍ଟ ଏବଂ ଅନ୍ୟ ଦଳର କିଛି ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଏମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ […]

bjd

bjd

Ordigital Desk
  • Published: Friday, 15 July 2022
  • Updated: 15 July 2022, 04:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ସରକାରଙ୍କୁ ଗାଦିରୁ ହଠାଇବା ପାଇଁ ରଣନୀତି ଆରମ୍ଭ ହୋଇଥିବା ଚର୍ଚ୍ଚା। ଆସନ୍ତା ଅଗଷ୍ଟ ୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା ଓଡ଼ିଶା ଆସୁଛନ୍ତି। ଏହା ପୂର୍ବରୁ ରାଜ୍ୟର କିଛି ବରିଷ୍ଠ ନେତା ଦିଲ୍ଲୀରେ ତାଙ୍କୁ ସାକ୍ଷାତ କରିଛନ୍ତି। ବିଜେଡିର କିଛି ଅସନ୍ତୁଷ୍ଟ ଏବଂ ଅନ୍ୟ ଦଳର କିଛି ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଏମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିବା ଆଲୋଚନା ହେଉଛି। ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ଶ୍ରୀକାନ୍ତ ଜେନା, ବ୍ରଜକିଶୋର ତ୍ରିପାଠୀଙ୍କ ଭଳି କିଛି ବରିଷ୍ଠ ନେତା ଏଇ ଗୋଷ୍ଠୀରେ ସାମିଲ ଥିବା ଲୋକେ କହୁଛନ୍ତି।

ଗତ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ କିଛି ମନ୍ତ୍ରୀଙ୍କୁ ବାଦ ଦିଆଯାଇଛି। ଏହା ସହିତ ଆସନ୍ତା ନିର୍ବାଚନ ସମୟରେ ବିଜୁ ଜନତା ଦଳ ପ୍ରାୟ ୬୦ରୁ ୭୦ ଜଣ ବିଧାୟକଙ୍କ ଟିକେଟ କାଟିବ ବୋଲି ଖବର ଶୁଣିବାକୁ ମିଳୁଛି। କିଛି ବରିଷ୍ଠଙ୍କ ପୁଅ ମାନଙ୍କୁ ଥଇଥାନ କରାଯିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ବଲାଙ୍ଗୀର ଅନଙ୍ଗ ଉଦୟ ସିଂହ ଦେଓଙ୍କ ପରିବାର ସମେତ ବରଗଡର ପ୍ରସନ୍ନ ଆଚାର୍ଯ୍ୟଙ୍କ ପରିବାରରୁ କାହାକୁ ଟିକେଟ ମିଳିବ ନାହିଁ।

ଉପକୂଳରେ ଦେବୀ ମିଶ୍ର ଅରବିନ୍ଦ ଢାଲି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଏବଂ ପଶ୍ଚିମରୁ ପଦ୍ମନାବ ବେହେରା ଓ ନିରଞ୍ଜନ ପୂଜାରୀଙ୍କ ପତ୍ତା ସାଫ୍‌ ହୋଇଯିବ ବୋଲି ବିଜେଡି ମହଲରେ କୁହାକୁହି ହେଉଛନ୍ତି। ବିଜୁ ଜନତା ଦଳ ମଧ୍ୟରେ ଥିବା ଏକ ପ୍ରଭାବଶାଳୀ ଗୋଷ୍ଠୀର ଅତ୍ୟାଚାରରେ ଆଉ କିଛି ନେତା ଏବେ ତ୍ରାହି ତ୍ରାହି ଡାକୁଥିବାର ଚର୍ଚ୍ଚା ହେଉଛି। ଏ ସମସ୍ତ ଅସନ୍ତୁଷ୍ଟ ନେତା ମୌକା ଦେଖି ଚୌକା ମାରିବେ ବୋଲି ରାଜ୍ୟ ରାଜନୀତିରେ ଚହଳ ପଡ଼ିଛି। ରାଷ୍ଟ୍ରପତି ନିର୍ବାଚନ ପରେ କିଛି ଘଟିପାରେ ବୋଲି କୁହାଯାଉଛି।
https://youtu.be/C7CfDPMTKS8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story