ଅସନ୍ତୋଷ ଝାଡ଼ିଲେ କେନ୍ଦ୍ରମନ୍ତ୍ରୀ; ସ୍ୱଚ୍ଛତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ଘର ମଞ୍ଜୁର କରିବେ

ନୂଆଦିଲ୍ଲୀ (ଶିବାନନ୍ଦ ରାଉତ): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ବ୍ୟାପକ ଅନିୟମିତତା ହୋଇଛି। ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ଅମାତଙ୍କ ଉପସ୍ଥିତିରେ ଆଜି ସେ ଏପରି କହିଛନ୍ତି। ଗିରିରାଜ କହିଛନ୍ତି, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଆଦୌ ସ୍ୱଚ୍ଛତା ନାହିଁ। ବ୍ୟାପକ ଅନିୟମିତତା ହୋଇଛି। ଉପଯୁକ୍ତ ହିତାଧିକାରୀ ଘର ପାଇନାହାନ୍ତି। ବାତ୍ୟା ଫୋନି ଦ୍ୱାରା କ୍ଷତିଗ୍ରସ୍ତ ୩୭% ଲୋକଙ୍କୁ ଘର ମିଳିବାରେ ଗଡ଼ବଡ଼ି ହୋଇଛି। ସ୍ୱଚ୍ଛତା […]

Shandilya Giriraj Singh

Shandilya Giriraj Singh

Manoranjan Sial
  • Published: Thursday, 11 August 2022
  • Updated: 11 August 2022, 09:57 PM IST

Sports

Latest News

ନୂଆଦିଲ୍ଲୀ (ଶିବାନନ୍ଦ ରାଉତ): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ବ୍ୟାପକ ଅନିୟମିତତା ହୋଇଛି। ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ଅମାତଙ୍କ ଉପସ୍ଥିତିରେ ଆଜି ସେ ଏପରି କହିଛନ୍ତି।

ଗିରିରାଜ କହିଛନ୍ତି, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଆଦୌ ସ୍ୱଚ୍ଛତା ନାହିଁ। ବ୍ୟାପକ ଅନିୟମିତତା ହୋଇଛି। ଉପଯୁକ୍ତ ହିତାଧିକାରୀ ଘର ପାଇନାହାନ୍ତି। ବାତ୍ୟା ଫୋନି ଦ୍ୱାରା କ୍ଷତିଗ୍ରସ୍ତ ୩୭% ଲୋକଙ୍କୁ ଘର ମିଳିବାରେ ଗଡ଼ବଡ଼ି ହୋଇଛି। ସ୍ୱଚ୍ଛତା ରହିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ଘର ମଞ୍ଜୁର ହେବ। ମନ୍ତ୍ରୀ ଯାଇ ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ କହିବେ। ତା’ପରେ ସ୍ୱଚ୍ଛତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ୮ ଲକ୍ଷ ଘର ମଞ୍ଜୁର କରାଯିବ।

ଆଜି ନୂଆଦିଲ୍ଲୀରେ ସମୀକ୍ଷା ବୈଠକ ବସିଥିଲା। ବୈଠକରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ, କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ଆବାସ ଯୋଜନାରେ ଓଡ଼ିଶାରେ ହୋଇଥିବା ଦୁର୍ନୀତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ବୈଠକ ପରେ ପ୍ରଦୀପ ଅମାତ କହିଥିଲେ, ରାଜ୍ୟ ସରକାର ଅନିୟମିତତା ନେଇ ଆକ୍ସନ ନେଇଛନ୍ତି। ୨୨ଜଣଙ୍କୁ ନିଲମ୍ବିତ କରାଯାଇଛି। ୪୪ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି। ୨୬୮ ଜଣଙ୍କ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅନୁସାରେ କାମ କରୁଛନ୍ତି। ଆଗାମୀ ଦିନରେ ଆମେ ସ୍ୱଚ୍ଛତାରେ କାମ କରିବୁ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ଭାରତ ସରକାର ଟାର୍ଗେଟ ନେଇଥିଲେ। ହେଲେ ଏଥିରେ ଓଡ଼ିଶାରେ ଅନିୟମିତତା ହୋଇଛି। ୨୦୧୮ ମସିହାରେ ଆବସ ପ୍ଲସ୍‌ ପୋର୍ଟାଲ୍‌ ଖୋଲିବା ପରେ କୌଣସି କାରଣରୁ ଓଡ଼ିଶା ସରକାର ସେଥିରେ ନାଁ ଦେଇପାରିନଥିଲେ। ପରେ ଅର୍ଥାତ୍‌ ୨୦୧୯ ମସିହାରେ ବାତ୍ୟା ଫୋନି ଆସିଲା। ଫୋନି ପରେ ଆବାସ୍‌ ପୋର୍ଟାଲ୍‌ ପୁଣି ଥରେ ଖୋଲିଥିଲା। ସେଥିରେ ଯେଉଁସବୁ ନାଁ ଆସିଥିଲା, ତାକୁ ନେଇ ନାନା ଆପତ୍ତି ଓ ଅଭିଯୋଗ ଆସିଥିଲା। ଏହା ପରେ ସରକାର ଅନୁସନ୍ଧାନ କରାଯାଇଥିଲା। ତା’ ଉପରେ ଆଜି ଆଲୋଚନା ହୋଇଥିଲା।

https://twitter.com/dpradhanbjp/status/1557700517928677377?s=20&t=RoYHajJ8By3gYqtYfYg9Dg

ସେ ଆହୁରି କହିଥିଲେ, ଚଳିତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମଗ୍ର ଦେଶ ପାଇଁ ୪୮ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ସେଥିରୁ ଓଡ଼ିଶା ପାଇଁ ରହିଛି ୭ ହଜାର କୋଟି ଟଙ୍କା। ଏଥିରେ ପାଖାପାଖି ୮ ଲକ୍ଷ ଘର ନିର୍ମାଣ ହେବ। ଏହାଛଡ଼ା ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷାଧିକ ହିତାଧିକାରୀଙ୍କ ନାଁ ଆବସ ପ୍ଲସ୍‌ ପୋର୍ଟାଲ୍‌ରେ ଯୋଡ଼ା ଯାଇପାରିବ। ଏହାର ଅର୍ଥ ମୋଟ୍‌ ୯ରୁ ୧୦ ଲକ୍ଷ ଘର ଓଡ଼ିଶାକୁ ମିଳିବାର ସମ୍ଭାବନା ରହିଛି। ସେଥିପାଇଁ ଟଙ୍କା ମଧ୍ୟ ଭାରତ ସରକାର ରଖିଛନ୍ତି। ଓଡ଼ିଶାର ଅନୁଭବକୁ ନେଇ ଭାରତ ସରକାର ଏଥିପାଇଁ ଗୁଡ଼ାଏ ପ୍ରାସଙ୍ଗିକ ସର୍ତ୍ତ ମଧ୍ୟ ରଖିଛନ୍ତି। ଅନେକ ସମୟରେ ଦେଖିବାକୁ ମିଳିଛି, ଘର ନିର୍ମାଣ ଆରମ୍ଭ ହେଉଛି, ମାତ୍ର ସମ୍ପୂର୍ଣ୍ଣ ହେଉନି। ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ। ଭାରତ ସରକାର ଟଙ୍କା ପଠାଇ ଦେଇଛନ୍ତି, ହେଲେ ସେହି ଟଙ୍କା କାମରେ ଆସୁନି ବୋଲି ଶ୍ରୀ ପ୍ରଧାନ କହିଥିଲେ।

https://twitter.com/dpradhanbjp/status/1557699839579676673?s=20&t=RoYHajJ8By3gYqtYfYg9Dg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story