ଟଙ୍କା ବାଣ୍ଟି ଭୋଟ୍ ନେବା ଷଡ଼ଯନ୍ତ୍ରରେ ସଫଳ ହେବେନି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାକୁ ଯାଉଛି। ଠିକ୍ ସେହି ସମୟରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟି ପଂଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ହୀନ ପ୍ରୟାସ ଶାସକ ବିଜେଡି କରିଛି। ସାଧାରଣ ଲୋକଙ୍କ ମଧ୍ୟରେ ଥିବା ରାଜ୍ୟ ସରକାରଙ୍କ ପ୍ରତି କ୍ଷୋଭରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଆଉ ଏକ ହୀନ ଓ ଜନବିରୋଧୀ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର […]

Golaka Mohapatra

Golaka Mohapatra

Ordigital Desk
  • Published: Tuesday, 21 December 2021
  • Updated: 21 December 2021, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାକୁ ଯାଉଛି। ଠିକ୍ ସେହି ସମୟରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟି ପଂଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ହୀନ ପ୍ରୟାସ ଶାସକ ବିଜେଡି କରିଛି। ସାଧାରଣ ଲୋକଙ୍କ ମଧ୍ୟରେ ଥିବା ରାଜ୍ୟ ସରକାରଙ୍କ ପ୍ରତି କ୍ଷୋଭରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଆଉ ଏକ ହୀନ ଓ ଜନବିରୋଧୀ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,କୋଭିଡ୍ ସହାୟତା ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଜୀବିକା ମିଶନରେ ପଠାଇଥିବା ପର୍ଯ୍ୟାପ୍ତ ପରିମାଣର ସହାୟତା ଟଙ୍କାକୁ ହଡ଼ପ ଓ ଚଞ୍ଚକତା କରି ସେହି ଟଙ୍କାକୁ ସଠିକ୍ ସମୟରେ ନନେଇ ଏବେ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ହାତେଇବା ପାଇଁ ଦଳୀୟ ଭିତ୍ତିରେ ଟଙ୍କା ବାଣ୍ଟୁଛନ୍ତି।

ଆଗାମୀ ପଂଚାୟତ ନିର୍ବାଚନରେ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଶାସକ ବିଜେଡି ସପକ୍ଷରେ ଓଡ଼ିଶାବାସୀ ଭୋଟ ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଭଲ ଭାବେ ଜାଣିସାରିଛନ୍ତି। ତେଣୁ ନିର୍ବାଚନକୁ ପ୍ରଭାବିତ କରି ଭୋଟ ହାତେଇବା ପାଇଁ ଶାସକ ବିଜେଡି ଏବେ ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟିବାକୁ ପଦକ୍ଷେପ ନେଇଛି। ଏପରିକି ପଂଚାୟତ ନିର୍ବାଚନ ଚାଲୁଥିବାବେଳେ ମଧ୍ୟ ଏହି ଟଙ୍କାକୁ ବଣ୍ଟନ କରି ଭୋଟ ହାତେଇବାର ଅତ୍ୟନ୍ତ ହୀନ ଷଡ଼ଯନ୍ତ୍ର ଶାସକ ବିଜେଡି ତରଫରୁ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେବା ଓ ସୁବିଧା ନଯୋଗାଇ କେବଳ ଘୋଷଣାରେ ବଡ଼ ବଡ଼ ଯୋଜନା କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ନାଟକକୁ ମୁଖ୍ୟମନ୍ତ୍ରୀ ବନ୍ଦ କରନ୍ତୁ। ବାରମ୍ବାର ମିଛ କହି ରାଜ୍ୟବାସୀଙ୍କୁ ପ୍ରତାରଣା କରି ଆସୁଥିବା ରାଜ୍ୟ ସରକାରଙ୍କ ଆଉ ଏକ ମିଥ୍ୟା ପୁଣି ଧରାପଡ଼ିଲା। ଉଭୟ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଓ ବିଏସକେୱାଇ ଯୋଜନା କେବଳ ନିର୍ବାଚନୀ ପ୍ରଚାର ଧୂଆଁବାଣ । ଏହା ଦ୍ୱାରା ରୋଗୀ କିମ୍ବା ଚିକିତ୍ସା ଯୋଗାଉଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନ ଉଭୟ କେହିବି ଉପକୃତ ହେବେ ନାହିଁ। କମ୍ ପରିମାଣ ଅର୍ଥରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ସମ୍ଭବପର ନୁହେଁ ବୋଲି କହି ରାଜ୍ୟ ସରକାରଙ୍କ ବିଏସକେୱାଇ ଯୋଜନାରେ ଥିବା ଚିକିତ୍ସା ସୀମା ଖର୍ଚ୍ଚକୁ ଘରୋଇ ଡାକ୍ତର ପ୍ରତିଷ୍ଠାନ ବିରୋଧ କରିଛି।

ଏହି ଯୋଜନାରେ ମହିଳାଙ୍କ ପାଇଁ ସର୍ବାଧିକ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଥିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ଆଦୌ ସତ ନୁହେଁ। କେଉଁ କେଉଁ ରୋଗର ଚିକିତ୍ସା କରାଯାଇପାରିବ ଓ ତା’ର ଧାର୍ଯ୍ୟ ଚିକିତ୍ସା ଖର୍ଚ୍ଚ ମଧ୍ୟ ଉଲ୍ଲେଖ ନାହିଁ। ଏହି ଯୋଜନାରେ ପୋଡ଼ାଜଳା, ହୃଦରୋଗ, ମାନସିକ ବିକୃତ, କର୍କଟ ରୋଗ, ଯକୃତ ରୋଗ ଭଳି ବ୍ୟୟବହୁଳ ରୋଗର ଚିକିତ୍ସା ଯୋଗାଇବା ସମ୍ଭବପର ନୁହେଁ ବୋଲି ଘରୋଇ ଚିକିତ୍ସା ଅନୁଷ୍ଠାନଗୁଡ଼ିକ ଘୋଷଣା କରିସାରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୪୦ଟି ଘରୋଇ ଡାକ୍ତରଖାନା ପଞ୍ଜିକୃତ ହୋଇଥିବା ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଅନ୍ୟପଟେ ଘରୋଇ ଡାକ୍ତରଖାନା ଏହି ଯୋଜନାରେ ସାମିଲ ହେବାକୁ ସିଧାସଳଖ ମନା କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story