ନିର୍ଣ୍ଣାୟକ ଲଢ଼େଇ ଲଢ଼ିବ କଂଗ୍ରେସ: ୯ରୁ ପ୍ରତି ଜିଲ୍ଲାରେ ୭୫କିମି ପଦଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ପାଇଁ ଆସନ୍ତା ୯ ତାରିଖରୁ ପ୍ରତି ଜିଲ୍ଲାରେ ପଦଯାତ୍ରା କରିବାକୁ ଦଳ ନିଷ୍ପତ୍ତି ନେଇଛି । ପ୍ରତି ଜିଲ୍ଲାରେ ୭୫କିମି ପଦଯାତ୍ରା ପିସିସି ସଭାପତି କରିବେ । ଜିଲ୍ଲା, ବ୍ଲକ ଓ ମଣ୍ଡଳର ସ୍ତରରେ ବାର୍ଷିକ ଅଧିବେଶନ ହେବ । କେନ୍ଦ୍ରର ୮ବର୍ଷର ସରକାର ଓ ରାଜ୍ୟର ୨୨ବର୍ଷର ସରକାର ବିରୁଦ୍ଧରେ କଂଗ୍ରେସ ଲଢ଼େଇ କରି ପ୍ରତ୍ୟେକ ପରିବାର ପାଖରେ ପହଂଚିବ । ” ଆଜି ଭୁବନେଶ୍ୱରରେ […]

congress

congress

Ordigital Desk
  • Published: Wednesday, 01 June 2022
  • Updated: 01 June 2022, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ପାଇଁ ଆସନ୍ତା ୯ ତାରିଖରୁ ପ୍ରତି ଜିଲ୍ଲାରେ ପଦଯାତ୍ରା କରିବାକୁ ଦଳ ନିଷ୍ପତ୍ତି ନେଇଛି । ପ୍ରତି ଜିଲ୍ଲାରେ ୭୫କିମି ପଦଯାତ୍ରା ପିସିସି ସଭାପତି କରିବେ । ଜିଲ୍ଲା, ବ୍ଲକ ଓ ମଣ୍ଡଳର ସ୍ତରରେ ବାର୍ଷିକ ଅଧିବେଶନ ହେବ । କେନ୍ଦ୍ରର ୮ବର୍ଷର ସରକାର ଓ ରାଜ୍ୟର ୨୨ବର୍ଷର ସରକାର ବିରୁଦ୍ଧରେ କଂଗ୍ରେସ ଲଢ଼େଇ କରି ପ୍ରତ୍ୟେକ ପରିବାର ପାଖରେ ପହଂଚିବ । ” ଆଜି ଭୁବନେଶ୍ୱରରେ ଦୁଇଦିନିଆ ନବସଂକଳ୍ପ ଶିବିର ଆରମ୍ଭ ପରେ ଗଣମାଧ୍ୟମକୁ ଏଭଳି ଢଙ୍ଗରେ ନବନନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ୩ ବିଧାୟକ ମହମ୍ମଦ ମୋକିମ, ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କଂଗ୍ରେସର ଉଦୟପୁର ନବସଂକଳ୍ପ ଚିନ୍ତନ ଶିବିରରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଆଜିଠୁ ଭୁବନେଶ୍ୱରରେ ୨ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି । ପିସିସି ନବନିଯୁକ୍ତ ସଭାପତି ଶରତ ପଟ୍ଟନାୟକ ଏହି ଶିବିରରେ ଅଧ୍ୟକ୍ଷତା କରି କହିଥିଲେ ଯେ, ବିଗତ ୮ ବର୍ଷ ଧରି ଏ ସରକାର ଦେଶକୁ ଲୁଟ କରିବାଛଡ଼ା ଆଉ କିଛି କରିନାହିଁ । ଦେଶବାସୀଙ୍କୁ ଆଛେଦିନର ସ୍ୱପ୍ନ ଦେଖାଇ ଲୋକମାନଙ୍କ ଉପରେ ମହଙ୍ଗାଇର ବୋଝ ଲଦି ଦିଆଯାଇଛି । ୨୨ବର୍ଷ ଧରି ଓଡ଼ିଶାରେ ବିଜେଡି ସରକାର ରହିଛି । ଆଗାମୀ ଦିନରେ ବିଜେଡି ସହ କଂଗ୍ରେସର ଲଢ଼େଇ ହେବ । କଂଗ୍ରେସ ସରକାରକୁ ଆସିପାରିବନି ବୋଲି ଭାବୁଥିବା ଲୋକ ନିଜର ଚିନ୍ତାଧାରା ଏବେଠୁ ବଦଳାନ୍ତୁ ।

ଏହି ଶିବିରରେ ଓଡ଼ିଶା ପ୍ରଭାରୀ ଏ ଚେଲା କୁମାର ନିଜ ଅଭିଭାଷଣରେ କହିଥିଲେ ଯେ ସାରା ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯିବ । କେନ୍ଦ୍ରର ମୋଦି ସରକାର ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଏକ ଜନବିପ୍ଳବ ସୃଷ୍ଟି କରିବ ଓ ଦୀର୍ଘ ୨୨ ବର୍ଷଧରି ରାଜ୍ୟର ଜଳ, ଜଙ୍ଗଲ, ଜମି ଓ ଖଣି ଲୁଟ କରିଥିବା ସରକାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ହେବ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଓଡ଼ିଶାର ସସସ୍ତ ଖଣିକୁ ରାଜ୍ୟ ସରକାର ନିଜସ୍ୱ ହାତକୁ ଯଦି ନିଅନ୍ତି ତେବେ ରାଜ୍ୟ ୧ଲକ୍ଷ ଟଙ୍କା ରାଜସ୍ୱ ପାଇବ ମାତ୍ର ଓଡ଼ିଶା ସରକାର କ’ଣ ପାଇଁ ଏବଂ କାହା ସ୍ୱାର୍ଥରେ ଏହା କରୁ ନାହାନ୍ତି ତାହା ଜଣାନାହିଁ । ଭବିଷ୍ୟତରେ ସରକାର ଏହାପାଇଁ ବହୁମୂଲ୍ୟ ନିଶ୍ଚୟ ଦେବେ ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭିତରେ ଏକତା ଏକାନ୍ତ ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି । କଂଗ୍ରେସର ଶୃଙ୍ଖଳା ସବୁସ୍ତରରେ ଏକାନ୍ତ ଜରୁରୀ । ଆମ ଭିତରେ ଥିବା କନ୍ଦଳ ଯୋଗୁଁ ଆଜି କଂଗ୍ରେସ ଦୁର୍ବଳ ହୋଇଛି । ଓଡ଼ିଶାର ଜନସାଧାରଣ ଉଭୟ ମୋଦି ଓ ନବୀନ ସରକାର ଉପରେ ଅତିଷ୍ଠ ହୋଇ ସାରିଛନ୍ତି । ୨୨ ବର୍ଷ ଭିତରେ ପାହାଡ଼ ଭଳି ପ୍ରତିଶ୍ରୁତି ଲୋକଙ୍କୁ ଦିଆଯାଇଛି, କିନ୍ତୁ ଗୋଟିଏ ହେଲେ ପ୍ରତିଶ୍ରୁତି ପାଳନ ହୋଇନାହିଁ ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ପଂଚାନନ କାନୁନଗୋ ଏଆଇସିସି ସଂପାଦକ ରୁଦ୍ର ରାଜୁ, ଶରତ ରାଉତ, ସାଂସଦ ସପ୍ତଗିରି ଉଲ୍ଲାକା, ସସ୍ମିତା ବେହେରା, ବିଧାୟକ ସୁରେଶ କୁମାର ରାଉତରାୟ, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହି, ସନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତି ଲେଙ୍କା ପ୍ରମୁଖ ଅଭିଭାଷଣରେ କହିଥିଲେ ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା ଓ ଜନବିରୋଧି ନୀତି ବିରୁଦ୍ଧରେ କଂଗ୍ରେସ ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ପଂହଚିବ ବୋଲି କହିଥିଲେ । କଂଗ୍ରେସ ‘ବସୁଧୈବ କୁଟୁମ୍ବକମ’ ନୀତିରେ ବିଶ୍ୱାସ କରେ ଓ ଆସନ୍ତା ଅଗଷ୍ଟ ୯ ଠାରୁ କଂଗ୍ରେସ ଭାରତ ଯୋଡ଼ ଅଭିଯାନ ଆରମ୍ଭ କରିବ କରିବ ।

ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି ଅନୁଯାୟୀ ବିଭିନ୍ନ କମିଟି ଯଥା- ରାଜନୀତିକ ବ୍ୟାପାର କମିଟି, ସଂଗଠନ କମିଟି, ଆର୍ଥିକ କମିଟି, ସାମାଜିକ ନ୍ୟାୟ କମିଟି, ଯୁବ-ଛାତ୍ର-ମହିଳା ସଶକ୍ତିକରଣ କମିଟି, ଖେତ ମଜଦୁର କିଷାନ କମିଟି ଇତ୍ୟାଦି ଗଠନ କରାଯାଇଛି । ଏସବୁ କମିଟି ଆଗାମୀ ଦିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବା ସହ ସଂଗଠନକୁ ସୁଦୃଢ଼ କରିବା ଦିଗରେ ବିଚାର ବିମର୍ଶର୍ କରିବେ । ଏହି ଦୁଇଦିନିଆ ଚିନ୍ତନ ଶିବିରରେ ଦଳର ପୂର୍ବତନ ପିସିସି ସଭାପତି, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ଆଇସିସି ସଂପାଦକ, ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ କମିଟି ସଭାପତି, ରାଜ୍ୟ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ, ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story