୨୨ବର୍ଷ ଶାସନ ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ଲୋଭ ଦେଖାଇବାକୁ ପଡ଼ୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଜି ଶେଷ ଦିନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି । ଭଦ୍ରକରେ ମେଡିକାଲ କଲେଜ ଖୋଲିବା ପାଇଁ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ ନିରବ ରହିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ରାଜ୍ୟରେ ୨୨ବର୍ଷ କ୍ଷମତାରେ ରହିବା ପରେ ବି ବିକାଶ କଥା କହି ଧାମନଗରବାସୀଙ୍କୁ ଲୋଭ ଦେଖାଇବାକୁ […]

Dharmendra Pradhan

Dharmendra Pradhan

Ordigital Desk
  • Published: Tuesday, 01 November 2022
  • Updated: 01 November 2022, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଜି ଶେଷ ଦିନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି । ଭଦ୍ରକରେ ମେଡିକାଲ କଲେଜ ଖୋଲିବା ପାଇଁ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ ନିରବ ରହିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ରାଜ୍ୟରେ ୨୨ବର୍ଷ କ୍ଷମତାରେ ରହିବା ପରେ ବି ବିକାଶ କଥା କହି ଧାମନଗରବାସୀଙ୍କୁ ଲୋଭ ଦେଖାଇବାକୁ ପଡ଼ୁଛି ଓ ଦାୟିତ୍ୱ ମୁଁ ନେବି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ପଡ଼ୁଥିବା ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି ।

ଆଜି ଧୁଷୁରିଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୨ବର୍ଷ ଧରି ଶାସନରେ ରହିବା ପରେ ବି ଭୋଟରଙ୍କୁ ଲୋଭ ଦେଖାଇବାକୁ ପଡ଼ୁଛି । ଧାମନଗର ଦାୟିତ୍ୱ ମୋ’ ଉପରେ କହିବାକୁ ପଡ଼ୁଛି । ଭଦ୍ରକରେ ମେଡିକାଲ କଲେଜ ନହେବା ପଛରେ ଦାୟୀ କିଏ? ଏଥିପାଇଁ ସେ ନିଜେ ୨୦୨୦ ଫେବୃୟାରୀ ୧୭ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଆଉ ଏହି ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୬୦% ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି, ରାଜ୍ୟ ସରକାର ଆନୁଷ୍ଠାନିକ ପ୍ରସ୍ତାବ ପଠାଇବାକୁ ସେ ଅନୁରୋଧ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କଠୁ ଏନେଇ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିଲା ନାହିଁ । ଭଦ୍ରକ ଜିଲ୍ଲାକୁ ସାବତ ପୁଅ ଭାବୁଥିବା ବିଜୁ ଜନତା ଦଳର ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଉପରେ କୌଣସି ପଦକ୍ଷେପ ନେଲେ ନାହିଁ । ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସେ ଚାହୁଁଛନ୍ତି ଓ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ କାହିଁକି ନେଲେନି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତିକୁ ନେଇ ଶ୍ରୀ ପ୍ରଧାନ ସମାଲୋଚନା କରିବା ସହ ସ୍ୱାଭିମାନୀ ଧାମନଗରବାସୀ ନିଶ୍ଚିତ ଭାବେ ସୂର୍ଯ୍ୟଂବଶୀ ସୂରଜଙ୍କୁ ଆଶୀର୍ବାଦ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଭଦ୍ରକରେ ମେଗା ଟେକ୍ସଟାଇଲ୍ ପାର୍କ ତିଆରି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ବିରୋଧ ନକରି ସହଯୋଗ କଲେ ଭଦ୍ରକରେ ମେଗା ଟେକ୍ସଟାଲ୍ ପାର୍କ ହୋଇପାରିବ ।

ଧର୍ମେନ୍ଦ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିନଥିଲେ ମଧ୍ୟ ଏଠି ଏମାନଙ୍କର ଅହଙ୍କାର ବଢ଼ିଯାଇଛି ଓ ଆପଣଙ୍କ ଗୁମାସ୍ତାମାନେ ବାଛବିଚାର କରୁଛନ୍ତି ବୋଲି କହିଛନ୍ତି ।

ବିଜେପି ପ୍ରାର୍ଥୀ ସୂର୍ଯ୍ୟଂବଶୀ ସୂରଜଙ୍କ ସହ ଛିଡ଼ା ହେବା ପାଇଁ ଧାମନଗରବାସୀ ଆଭଗର ଅଛନ୍ତି ଓ ଆଶୀର୍ବାଦ କରିବା ପାଇଁ ଧର୍ମେନ୍ଦ୍ର ନିବେଦନ କରିବା ସହ ଶତାବ୍ଦୀ ଶତାବ୍ଦୀର ଇତିହାସକୁ ଧାମନଗର ପୁନରାବୃତ୍ତି କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story