ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଅନୁଗୋଳ (ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ। ଆଜି ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ ସମସ୍ୟା ଯୋଗୁଁ ସେ ଦଳରୁ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି। ଶ୍ରୀ ସାହୁ ବିଜେଡି ଟିକେଟ୍‌ରେ ମୋଟ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବୀରମହାରାଜପୁର ବିଧାନସଭା ଆସନରୁ ୨ ଥର ଓ ଆଠମଲ୍ଲିକ ଆସନରୁ ୨ ଥର ଜିତିଥିଲେ। ତେବେ ଗତ […]

Sanjeeb Sahu

Sanjeeb Sahu

Jitendra Garnayak
  • Published: Wednesday, 03 November 2021
  • Updated: 03 November 2021, 06:03 PM IST

Sports

Latest News

ଅନୁଗୋଳ (ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ। ଆଜି ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ ସମସ୍ୟା ଯୋଗୁଁ ସେ ଦଳରୁ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ସାହୁ ବିଜେଡି ଟିକେଟ୍‌ରେ ମୋଟ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବୀରମହାରାଜପୁର ବିଧାନସଭା ଆସନରୁ ୨ ଥର ଓ ଆଠମଲ୍ଲିକ ଆସନରୁ ୨ ଥର ଜିତିଥିଲେ। ତେବେ ଗତ ନିର୍ବାଚନରେ ସଞ୍ଜୀବଙ୍କୁ ଟିକେଟ ଦେଇ ନଥିଲା ବିଜେଡି।

ସେ ୨୦୦୩ରେ ବୀରମହାରାଜପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଜିତିଥିଲେ। ତା’ପରେ ୨୦୦୪ ସାଧାରଣ ନିର୍ବାଚନରେ ସେ ପୁଣି ସେହି ଆସନରୁ ବିଜେଡି ଟିକେଟ୍‌ରେ ବିଜୟୀ ହୋଇ ବିଧାନସଭାକୁ ଆସିଥିଲେ। ତେବେ ୨୦୦୯ରେ ତାଙ୍କ ଆସନ ବଦଳି ଯାଇଥିଲା। ତାଙ୍କୁ ବିଜେଡି ଆଠମଲ୍ଲିକରୁ ପ୍ରାର୍ଥୀ କରିଥିଲା। ସେ ୨୦୦୯ ଓ ୨୦୧୪ରେ ଆଠମଲ୍ଲିକ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୯ରୁ ବିଜେଡି ପଦ୍ମନାଭ ବେହେରାଙ୍କୁ ବୀରମହାରାଜପୁର ଆସନରୁ ପ୍ରାର୍ଥୀ କରି ଆସୁଛି। ସେ ଲଗାତାର ୩ ଥର ସେହି ଆସନରୁ ବିଜୟୀ ହେଲେଣି। ସେହିପରି ଆଠମଲ୍ଲିକ ଆସନରେ ଗତ ନିର୍ବାଚନରେ ବିଜେଡି ସଞ୍ଜୀବଙ୍କୁ ଟିକେଟ୍ ନଦେଇ ରମେଶ ଚନ୍ଦ୍ର ସାଇଙ୍କୁ ପ୍ରାର୍ଥୀ କରିଥିଲେ। ରମେଶ ଚନ୍ଦ୍ର ସାଇ ସେହି ଆସନରୁ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story