ଚୂଡ଼ାନ୍ତ ଭୋଟର ତାଲିକା ଜାରି: ଓଡ଼ିଶାରେ ୩.୩୦କୋଟି ଭୋଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ଆସନ୍ତା ଶନିବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଆଜି ଚୂଡ଼ାନ୍ତ ଭୋଟର ତାଲିକା-୨୦୨୨ ଜାରି ହୋଇଛି । ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ରାଜ୍ୟରେ ମୋଟ ୩ କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିରେ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ, ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩୦୨୫ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୨୦୨୧ ଚୂଡ଼ାନ୍ତ ଭୋଟର ତାଲିକାରେ ୩କୋଟି […]

voter

voter

Ordigital Desk
  • Published: Wednesday, 05 January 2022
  • Updated: 05 January 2022, 07:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ଆସନ୍ତା ଶନିବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଆଜି ଚୂଡ଼ାନ୍ତ ଭୋଟର ତାଲିକା-୨୦୨୨ ଜାରି ହୋଇଛି । ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ରାଜ୍ୟରେ ମୋଟ ୩ କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିରେ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ, ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩୦୨୫ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୨୦୨୧ ଚୂଡ଼ାନ୍ତ ଭୋଟର ତାଲିକାରେ ୩କୋଟି ୨୫ଲକ୍ଷ ୫୨ହଜାର ୨୦୨ଜଣ ଭୋଟର ଥିଲେ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଚୂଡ଼ାନ୍ତ ଭୋଟର ତାଲିକା-୨୦୨୨ ଅନୁସାରେ ଆଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଅଫିସ, ୫୮ଟି ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଳ୍ଲାପାଳ ଅଫିସ ଓ ୩୭୬୦୭ଟି ବୁଥରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଫଟୋ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯ଲକ୍ଷ ୫୦ହଜାର ୭୮୯ଜଣ ନୂଆ ଭୋଟର ତାଲିକାରେ ଅର୍ନ୍ତଭୁକ୍ତ ହୋଇଥିବାବେଳେ ୩ଲକ୍ଷ ୪୪ହଜାର ୯୪୪ଜଣ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି । ଭୋଟର ତାଲିକାରେ ଥିବା ୩ଲକ୍ଷ ୮୨ହଜାର ୬୦୧ଜଣ ଭୋଟରଙ୍କ ତ୍ରୁଟି ସଂଶୋଧନ କରାଯାଇଛି । ୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୧୮-୧୯ବର୍ଷ ବୟସ ବର୍ଗରେ ମୋଟ ୪ଲକ୍ଷ ୧୦ହଜାର ୦୭୬ଜଣ ଭୋଟର ସାମିଲ ହୋଇଥିବାବେଳେ ଚଳିତବର୍ଷ ତାହା ବୃଦ୍ଧି ପାଇ ୫ଲକ୍ଷ ୨୩ହଜାର ୭୪୪ରେ ପହଂଚିଛି ।

ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪% ଭୋଟରଙ୍କୁ ଭୋଟ୍ ପରିଚୟ ପତ୍ର ପ୍ରଦାନ କରାଯାଇଛି ଓ ଚଳିତବର୍ଷ ତାହା ବୃଦ୍ଧି ପାଇ ୯୯.୭୭% ହୋଇଛି । ୨୦୨୧ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ୯୮.୬୬% ଭୋଟରଙ୍କ ଫଟୋ ଥିବାବେଳେ ଚଳିତବର୍ଷ ୨୦୨୨ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ମଧ୍ୟ ୯୯.୭୪% ରହିଛି । ଚଳିତବର୍ଷ ସମସ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଭୋଟର ପରିଚୟ ପତ୍ର ପଠାଇବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ଯଦି କିଛି ତ୍ରୁଟି ଥାଏ, ତା’ହେଲେ ଭୋଟରମାନେ ଚାହିଁଲେ ନିର୍ଦ୍ଧାରିତ ୱେବସାଇଟକୁ ଯାଇ ଆବଶ୍ୟକ ପ୍ରକ୍ରିୟାରେ ଏହି ସଂଶୋଧନ କରିପାରିବେ ।

ସୂଚନାଯୋଗ୍ୟ, ଭୋଟର ତାଲିକା ସଂଶୋଧନ ପାଇଁ ଗତ ନଭେମ୍ବର ୧ରେ ଚିଠା ତାଲିକା ପ୍ରକାଶ ପାଇଥିଲା । ଭୋଟରଙ୍କ ଆପତ୍ତି ଓ ଦାବି ନଭେମ୍ବର ୧ରୁ ୩୦ତାରିଖ ପର୍ଯ୍ୟନ୍ତ ଶୁଣିବା ପାଇଁ ଧାର୍ଯ୍ୟ ହୋଇଥିଲା । ଭୋଟ ୧୮ଲକ୍ଷ ୬୫ହଜାର ୫୭୦ଜଣଙ୍କ ଦାବି ଓ ଆପତ୍ତି ସଂକ୍ରାନ୍ତ ଫର୍ମ ଗ୍ରହଣ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story