ଗୃହରେ ଦୁଇଦିନ ଧରି ‘ଆଇନଶୃଙ୍ଖଳା ପରିସ୍ଥିତି’ ଉପରେ ହୋଇପାରୁନିି ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତିକୁ ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଜି ବି ଗୃହରେ ଆଲୋଚନା ହୋଇପାରିନି। ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ରହିଥିବା ଫାଟର ଫାଇଦା ଶାସକ ବିଜେଡିକୁ ମିଳିଛି। ଗତକାଲି କୋଟିଆ ଓ ଚାଷୀ ପ୍ରସଙ୍ଗ ଏବଂ ଆଜି ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ କଂଗ୍ରେସର ହଟ୍ଟଗୋଳ ଓ ସେଥିରେ ବିଜେପି ସହଭାଗୀ ହେବା ଯୋଗୁ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା […]

Odisha Assembly

Odisha Assembly

Ordigital Desk
  • Published: Friday, 26 February 2021
  • Updated: 26 February 2021, 11:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତିକୁ ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଜି ବି ଗୃହରେ ଆଲୋଚନା ହୋଇପାରିନି। ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ରହିଥିବା ଫାଟର ଫାଇଦା ଶାସକ ବିଜେଡିକୁ ମିଳିଛି। ଗତକାଲି କୋଟିଆ ଓ ଚାଷୀ ପ୍ରସଙ୍ଗ ଏବଂ ଆଜି ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ କଂଗ୍ରେସର ହଟ୍ଟଗୋଳ ଓ ସେଥିରେ ବିଜେପି ସହଭାଗୀ ହେବା ଯୋଗୁ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବପର ହୋଇପାରିନଥିଲା। ଅବଶ୍ୟ ଆଜି ସର୍ବଦଳୀୟ ବୈଠକରେ ସହମତି ପରେ ଆସନ୍ତାକାଲି ଗୃହର ସ୍ଥିତି ସ୍ୱାଭାବିକ ହେବାର ସମ୍ଭାବନା ରହିଛି।

ଗତକାଲି ଭଳି ଆଜି ପ୍ରଶ୍ନକାଳ ପରେ ଶୂନ୍ୟକାଳରେ କଂଗ୍ରେସ ସଦସ୍ୟମାନେ ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ। ଚାଷୀ ପ୍ରସଙ୍ଗ ହୋଇଥିବାରୁ ବିଜେପି ମଧ୍ୟ କଂଗ୍ରେସ ସଦସ୍ୟଙ୍କ ସହ ସ୍ୱର ମିଳାଇବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା।

ଗତକାଲି କୋଟିଆ ଓ ଚାଷୀ ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳ ପରେ ଅନୁରୂପ ପରିସ୍ଥିତି ଯୋଗୁ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସମ୍ଭବପର ହୋଇପାରିନଥିବାବେଳେ ଆଜି ମଧ୍ୟ ଗୃହରେ ଶୂନ୍ୟକାଳ ପରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ପ୍ରଥମାର୍ଦ୍ଧରେ ଗୃହ ଏକାଧିବାର ମୁଲତବୀ ହେବାପରେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ପରିସ୍ଥିତି ଜାରି ରହିଥିଲା। ପରେ ବାଚସ୍ପତି ଶ୍ରୀ ପାତ୍ର ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରାଇଛନ୍ତି।

ସର୍ବଦଳୀୟ ବୈଠକ ପରେ ଗୃହରେ ବିବୃତ୍ତି ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, ରାଜ୍ୟରେ ସମସ୍ତ ପଞ୍ଜିକୃତ ଚାଷୀଙ୍କଠୁ ରାଜ୍ୟ ସରକାର ଧାନ କିଣିବେ। ନକଲି ଚାଷୀ ଧରାପଡ଼ିଲେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହେବ। ମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ଗୃହରେ ଅଚଳାବସ୍ଥା ଦୂର ହୋଇଥିଲା ଓ ସାଧାରଣ ବଜେଟ ଉପରେ ଆଲୋଚନା ହୋଇଥିଲା।

ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗତକାଲି ଭଳି ଆଜି ମଧ୍ୟ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିବାରୁ ତାହା ସରକାରଙ୍କୁ ସୁହାଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାବେଳେ ଶାସକ ଦଳକୁ ପରୋକ୍ଷରେ ସୁହାଇବା ଭଳି ପରିସ୍ଥିତି ବିରୋଧୀ ଦଳ ସୃଷ୍ଟି କରୁଛି, ଯାହାଫଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି। ତେବେ ଏହି ଆଲୋଚନା ନହେବା ପଛରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ କିଏ କାହାକୁ ସହଯୋଗ କରୁଛି ତାହା ବୁଝାପଡ଼ୁନଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story