ରାଜ୍ୟପାଳଙ୍କ ମୁହଁରେ ମେଟ୍ରୋ ଟ୍ରେନ୍ ପାଇଁ ମିଛ କୁହାଇଛନ୍ତି ସରକାର: ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ-କଟକ ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବା ପ୍ରସଙ୍ଗରେ ବିଧାନସଭାରେ ଆଜି ରାଜ୍ୟ ସରକାର ଉତ୍ତର ରଖବା ପରେ ଉଭୟ ବିଜେପି ଓ କଂଗ୍ରେସ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ବିଜେଡି ସରକାର ଭୋଟ୍ ପାଇବା ପାଇଁ ରାଜ୍ୟପାଳଙ୍କ ମୁହଁରେ ମେଟ୍ରୋ ଟ୍ରେନ୍ ନେଇ ବିଧାନସଭାରେ ମିଛ କୁହାଇଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅଭିଯୋଗ କରିଛନ୍ତି। ଆଜି ପ୍ରଶ୍ନକାଳରେ ମେଟ୍ରୋ ଟ୍ରେନ୍ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ […]

Pradeepta Naik

Pradeepta Naik

Ordigital Desk
  • Published: Tuesday, 30 March 2021
  • Updated: 30 March 2021, 06:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ-କଟକ ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବା ପ୍ରସଙ୍ଗରେ ବିଧାନସଭାରେ ଆଜି ରାଜ୍ୟ ସରକାର ଉତ୍ତର ରଖବା ପରେ ଉଭୟ ବିଜେପି ଓ କଂଗ୍ରେସ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ବିଜେଡି ସରକାର ଭୋଟ୍ ପାଇବା ପାଇଁ ରାଜ୍ୟପାଳଙ୍କ ମୁହଁରେ ମେଟ୍ରୋ ଟ୍ରେନ୍ ନେଇ ବିଧାନସଭାରେ ମିଛ କୁହାଇଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅଭିଯୋଗ କରିଛନ୍ତି।

ଆଜି ପ୍ରଶ୍ନକାଳରେ ମେଟ୍ରୋ ଟ୍ରେନ୍ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖି ୨୦୪୧ ମସିହା ପର୍ଯ୍ୟନ୍ତ ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ୍ ଗଡ଼ିପାରିବ ବୋଲି ସର୍ଭେ ରିପୋର୍ଟ ମିଳିଥିବା ସମ୍ପର୍କରେ ସୂଚନା ଦେବାପରେ ବିରୋଧୀ ଦଳ ନେତା ଶ୍ରୀ ନାଏକ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଶ୍ରୀ ନାଏକ କହିଛନ୍ତି ଯେ, ୨୦୪୧ ମସିହା ପର୍ଯ୍ୟନ୍ତ ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ୍ ଗଡ଼ିପାରିବ ନାହିଁ ବୋଲି ଯଦି ୨୦୧୪-୧୫ ମସିହାରୁ ସରକାର ଜାଣିଥିଲେ, ତା’ହେଲେ ଚଳିତ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳଙ୍କ ମୁହଁରେ ଏକଥାକୁ କାହିଁକି କୁହାଇଲେ। ପବିତ୍ର ବିଧାନସଭାରେ ରାଜ୍ୟର ପ୍ରଥମ ବ୍ୟକ୍ତି ତଥା ରାଜ୍ୟପାଳଙ୍କ ମୁହଁରେ ଏ ସରକାର ମିଛ କୁହାଇଛନ୍ତି । ଖାଲି ସେତିକି ନୁହେଁ ବିଜେଡି ତା’ର ୨୦୧୯ ନିର୍ବାଚନ ଇସ୍ତାହାରରେ ମଧ୍ୟ କେମିତି ଏହି ପ୍ରସଙ୍ଗକୁ ସାମିଲ କରିଥିଲା। ଯଦି ସରକାର ଜାଣିଶୁଣି ଏହା କରିଛନ୍ତି ତା’ହେଲେ ବିଜେଡି ସ୍ୱୀକାର କରୁଛି ଯେ ସେମାନେ ଭୋଟ୍ ପାଇବା ପାଇଁ ଏଭଳି କହିଥିଲେ ବୋଲି ଶ୍ରୀ ନାଏକ କଟାକ୍ଷ କରି କହିଛନ୍ତି।

ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରିଥିଲେ । ମେଟ୍ରେ ଟ୍ରେନ ଚଳାଚଳ ପାଇଁ ସର୍ଭେ କାର୍ଯ୍ୟ ପୁଣିଥରେ କରିବା ପାଇଁ ଗୃହର ଅନ୍ୟ ସଦସ୍ୟମାନେ ଦାବି କରିଛନ୍ତି।

ସରକାର ମିଛ ସ୍ୱପ୍ନ ଦେଖାଉଛନ୍ତି ବୋଲି ପୂର୍ବରୁ କହିଥିଲା ‘ଓଡ଼ିଶା ରିପୋର୍ଟର’ 

୨୦୨୧ ଫେବୃୟାରୀ ୧୦ତାରିଖରେ ‘ଓଡ଼ିଶା ରିପୋର୍ଟର’ ଏକ ଖବର ପ୍ରକାଶିତ କରି ରାଜ୍ୟର ବିଜେଡି ସରକାର ୭ବର୍ଷ ହେଲା ମେଟ୍ରୋ ଟ୍ରେନର ମିଛ ସ୍ୱପ୍ନ ଦେଖାଉଛନ୍ତି ବୋଲି କହିଥିଲା। ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କୌଣସି ପ୍ରସ୍ତାବ ପଠାଇ ନଥିବା ନେଇ କେନ୍ଦ୍ର ସହରାଂଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ରାଜ୍ୟସଭାରେ ଦେଇଥିବା ବୟାନକୁ ଆଧାର କରି ସେତେବେଳେ ‘ଓଡ଼ିଶା ରିପୋର୍ଟର’ ଏକ ଖବର ପ୍ରକାଶିତ କରିଥିଲା।

ଏହାସହିତ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ ବି ମେଟ୍ରୋ ରେଳ ସେବା କଥା ରାଜ୍ୟ ସରକାର ଦୋହରାଇଥିବା କୁହାଯାଇଥିଲା। ଯଦିଓ ଏହି ବଜେଟ ଆଗତର ବହୁ ପୂର୍ବରୁ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଡିପିଆର ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ନେଇଥିବା ହାଇଦ୍ରାବାଦସ୍ଥିତ ସଂସ୍ଥା ବାଲାଜରୀ ରେଲରୋଡ୍ ସିଷ୍ଟମ ଲିଃ ତା’ର ରିପୋର୍ଟ ଦାଖଲ କରିସାରିଥିଲା। ଆଉ ମେଟ୍ରୋ ଟ୍ରେନ ଟୁଇନସିଟିରେ ଏବେ ଚଳାଇବା ସମ୍ଭବପର ନୁହେଁ ବୋଲି ରାଜ୍ୟ ସରକାର ଜାଣିସାରିଥିଲେ । ତଥାପି ୨୦୧୯-୨୦ ବାର୍ଷିକ ବଜେଟ ଓ ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କଥା ଦୋହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story