ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିକୁ ବିଜେଡିର ଜୋରଦାର କାଉଣ୍ଟର ଆଟାକ୍। ବିରୋଧୀ ବିଜେପିକୁ ଚେକ୍ ଦେବା ପାଇଁ ପୁଣି ଥରେ ଶାସକ ଦଳ ଉଠାଇଛି ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତା ପ୍ରସଙ୍ଗ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ଦଳ। ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବୀରେ ପ୍ରତିବାଦ କରିଛି ବିଜେଡି। ଆଜି ବିଧାନସଭା ଅଚଳ ହେବା ମାତ୍ରେ ବିଜେଡିର ସମସ୍ତ ବିଧାୟକ ଗାନ୍ଧୀ ମୂର୍ତ୍ତୀ ତଳେ ପ୍ରତିବାଦ କରିଥିଲେ। ସମସ୍ତଙ୍କ ମୁହଁରେ […]

paika-bidroha

paika-bidroha

Ordigital Desk
  • Published: Monday, 06 December 2021
  • Updated: 06 December 2021, 05:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିକୁ ବିଜେଡିର ଜୋରଦାର କାଉଣ୍ଟର ଆଟାକ୍। ବିରୋଧୀ ବିଜେପିକୁ ଚେକ୍ ଦେବା ପାଇଁ ପୁଣି ଥରେ ଶାସକ ଦଳ ଉଠାଇଛି ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତା ପ୍ରସଙ୍ଗ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ଦଳ। ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବୀରେ ପ୍ରତିବାଦ କରିଛି ବିଜେଡି। ଆଜି ବିଧାନସଭା ଅଚଳ ହେବା ମାତ୍ରେ ବିଜେଡିର ସମସ୍ତ ବିଧାୟକ ଗାନ୍ଧୀ ମୂର୍ତ୍ତୀ ତଳେ ପ୍ରତିବାଦ କରିଥିଲେ। ସମସ୍ତଙ୍କ ମୁହଁରେ ଥିଲା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ମୁଖା। ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇ ନଥିବାରୁ ବିଦ୍ରୋହର ସଂଗଠକ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜୀ କରିଥିଲେ ବିଜେଡି ବିଧାୟକ।

ସଂସଦର ଚଳିତ ଅଧିବେଶନରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକ ଲିଖିତ ପ୍ରଶ୍ନରେ ପଚାରିଥିଲେ ଯେ ୧୮୧୭ ମସିହାର ଓଡ଼ିଶା ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର କେବେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବେ? ଏବଂ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ କ’ଣ ମନ୍ତ୍ରାଳୟରେ ପଡ଼ି ରହିଛି କି? ଏହି ପ୍ରଶ୍ନର ଲିଖିତ ଜବାବରେ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କ ପାଇକ ବିଦ୍ରୋହ ସଂପର୍କୀତ ପ୍ରସ୍ତାବ ଗ୍ରହଣ କରିଛି। ତେବେ ୧୮୧୭ର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବା ପ୍ରସ୍ତାବକୁ ପରୀ‍କ୍ଷା କରିବା ପାଇଁ ଆଇସିଏଚଆର୍ ଅର୍ଥାତ୍ ଇଣ୍ଡିଆନ କାଉନ୍‌ସିଲ୍ ଅଫ ହିଷ୍ଟୋରିକାଲ ରିସର୍ଚକୁ ପଠାଯାଇଥିଲା। ପରୀ‍କ୍ଷାରୁ ସ୍ପଷ୍ଟ ଜଣା ପଡିଛି କି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇ ପାରିବ ନାହିଁ।

ଇଣ୍ଡିଆନ କାଉନ୍‌ସିଲ୍ ଅଫ ହିଷ୍ଟୋରିକାଲ ରିସର୍ଚ କେନ୍ଦ୍ର ଶିକ୍ଷା ବିଭାଗ ଅଧୀନରେ ରହିଛି। ତେବେ ପାଇକ ବିଦ୍ରୋହକୁ ବ୍ରିଟିଶ ସରକାରଙ୍କ ବିରୋଧରେ ପ୍ରଥମ ଜନ ଅସନ୍ତୋଷ ଭାବେ ପରିଗଣିତ କରାଯାଇଛି। ତେଣୁ ଏହାକୁ ଏକ କେସ ଷ୍ଟଡି ଭାବେ ଏନସିଇଆରଟିର ଅଷ୍ଟମ ଶ୍ରେଣୀର ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ଏହି ଲିଖିତ ଉତ୍ତରକୁ ନେଇ ବିରୋଧୀ ଏବେ କେନ୍ଦ୍ର ତଥା ବିଜେପି ବିରୋଧରେ ଅସ୍ତ୍ର ସଜାଇଛନ୍ତି। କାରଣ ୧୮୧୭ ମାର୍ଚ୍ଚରୁ ନେଇ ୧୮୨୫ ପର୍ଯ୍ୟନ୍ତ ଚାଲିଥିବା ଏହି ବିଦ୍ରୋହ ଥିଲା ବ୍ରିଟିଶ ସରକାରଙ୍କ ବିରୋଧରେ ପ୍ରଥମ ଅଘୋଷିତ ସଂଗ୍ରାମ। ଯେଉଁଥିରେ ଖୋର୍ଦ୍ଧା ଗଡ଼ର ପାଇକ ନେତା ଜୟୀ ରାଜଗୁରୁ, ତାପଙ୍ଗ ଦଳ ବେହେରା ଓ ବକ୍ସି ଜଗବନ୍ଧୁ ପର୍ଯ୍ୟାୟ କ୍ରମେ ଦଳପତି ସାଜି ଇଂଗ୍ରେଜ ସରକାରଙ୍କ ବିରୋଧରେ ସଂଗ୍ରାମ କରିଥିଲେ। ଆଉ ଖୋର୍ଦ୍ଧାର ବରୁଣେଇ ପାହାଡ଼ ସେ ସଂଗ୍ରାମର ମୁକସାକ୍ଷୀ ହୋଇ ଠିଆ ରହିଛି। ୨୦୧୭ରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳିତ ହୋଇଥିଲା।

ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କଂଗ୍ରେସ ବିଧାୟକ ସୁର ରାଉତରାୟ, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରମୁଖ ଏହି ସାମାରୋହର ନେତୃତ୍ୱ ନେଇଥିଲେ। ଉଭୟ ରାଜ୍ୟ ସରାକାରଙ୍କ ପକ୍ଷରୁ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ବିବେଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇକ ପରିବାରକୁ ସମ୍ମାନିତ କରିବା ସହ ଡାକ ଟିକେଟ୍ ମଧ୍ୟ ଉନ୍ମୋଚନ କରିଥିଲେ। ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ର ଶି‍କ୍ଷାମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ତାଙ୍କ ଅଧୀନରେ ଥିବା ଆଇସିଏଚଆର୍ ବା ଇଣ୍ଡିଆନ କାଉନ୍‌ସିଲ୍ ଅଫ ହିଷ୍ଟୋରିକାଲ ରିସର୍ଚ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଗ୍ରହଣ କରିବାକୁ ନାରାଜ। ଏହାକୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜେଡିର ମୋରଡା ବିଧାୟକ ରାଜକିଶୋର ଦାସ କହିଛନ୍ତି, “ଆମେ ଓଡ଼ିଶାର ସମସ୍ୟା, ଓଡ଼ିଆ ଲୋକଙ୍କ ଅସ୍ମିତା ଓ ସ୍ୱାଭିମାନର ପ୍ରସଙ୍ଗ ଉଠାଉଛୁ। ବିରୋଧୀ କେବଳ ଗୋଟିଏ ମାତ୍ର ଘଟଣାକୁ ନେଇ ବିଧାନସଭା ଚଳାଇ ଦେଉ ନାହାଁନ୍ତି। ସେମାନଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। କେବଳ ଗଣମାଧ୍ୟମରେ ଆସିବା ପାଇଁ ଏପରି ଡ୍ରାମା କରୁଛନ୍ତି। ବିଜେପି ଓ କଂଗ୍ରେସ ମଧ୍ୟରେ ଗୋଟିଏ ଘଟଣାକୁ ନେଇ ପ୍ରତିଯୋଗିତା ଚାଲିଛି।"

ସେପଟେ ଏହାର ଜବାବରେ ବିଜେପି ଉପନେତା ବିଷ୍ଣୁ ସେଠୀ କହିଛନ୍ତି, “ରାଜ୍ୟ ସରକାରଙ୍କୁ ଏବେ ପାଇକ ବିଦ୍ରୋହ କଥା ମନେ ପଡ଼ିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତ ମାନ୍ୟତା ଦେବା କଥା ମୁଁ ପ୍ରଥମେ କହିଥିଲି। ଏହାକୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ପାଇଁ ସରକାରଙ୍କୁ ୧୯ ବର୍ଷ ଲାଗିଗଲା` କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ସାରା ଦେଶରେ ପାଇକ ବିଦ୍ରୋହ ପ୍ରସଙ୍ଗ ଉଠାଇଥିଲେ। ଏବେ ମମିତା ମେହେର ଘଟଣାକୁ ଡାଇଭର୍ଟ କରିବା ପାଇଁ ଶାସକଦଳ କୁମ୍ଭୀର କାନ୍ଦଣା କାନ୍ଦୁଛି“। ବକ୍ସି ଜଗବନ୍ଧୁଙ୍କ ପରିବାର ଲୋକ ଭାବେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ‘ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ବଳିଷ୍ଠ ପ୍ରମାଣ ଆବଶ୍ୟକ। ରାଜ୍ୟ ସରକାର ଉପଯୁକ୍ତ ନଥିପତ୍ର ଯୋଗାଇ ନଦେଇ କେବଳ କୁମ୍ଭୀର କାନ୍ଦଣା କାନ୍ଦି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି।'

ବିଧାନସଭା ଗତ ୫ ଦିନ ହେଲା ଚାଲି ପାରୁନାହିଁ। କେବେ ବିରୋଧୀ ତ ଆଉ କେବେ ଶାସକ ଦଳ ଭିନ୍ନ ଭିନ୍ନ ପ୍ରସଙ୍କ ଉଠାଇ ତୁଛ ରାଜନୀତି କରିବାରେ ବ୍ୟସ୍ତ। ସେପଟେ କିନ୍ତୁ ବଳି ପଡୁଛି କୋଟି କୋଟି ଓଡ଼ିଆଙ୍କ ସ୍ୱାର୍ଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story