ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପୁନର୍ଗଠିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପୁର୍ନଗଠିତ ହୋଇଛି। ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ଆଜି ମୋର୍ଚ୍ଚାର ରାଜ୍ୟ କମିଟିରେ ୫ଜଣ ଉପସଭାପତି, ୨ଜଣ ସାଧାରଣ ସମ୍ପାଦକ, ୫ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ କାର୍ଯ୍ୟାଳୟ ସମ୍ପାଦକଙ୍କୁ ଅବସ୍ଥାପିତ କରିଛନ୍ତି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ ପରେ ଏହି ପଦାଧିକାରୀ ତାଲିକା ଘୋଷଣା ହୋଇଛି। ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର […]

BJP

BJP

Ordigital Desk
  • Published: Tuesday, 17 August 2021
  • Updated: 18 August 2021, 03:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପୁର୍ନଗଠିତ ହୋଇଛି। ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ଆଜି ମୋର୍ଚ୍ଚାର ରାଜ୍ୟ କମିଟିରେ ୫ଜଣ ଉପସଭାପତି, ୨ଜଣ ସାଧାରଣ ସମ୍ପାଦକ, ୫ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ କାର୍ଯ୍ୟାଳୟ ସମ୍ପାଦକଙ୍କୁ ଅବସ୍ଥାପିତ କରିଛନ୍ତି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ ପରେ ଏହି ପଦାଧିକାରୀ ତାଲିକା ଘୋଷଣା ହୋଇଛି।

ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ କହିଛନ୍ତି ଯେ, ସଂଖ୍ୟାଲଘୁ ସମୁଦାୟର ସାମୁହିକ ବିକାଶ ପାଇଁ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଂଚାଇବା ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟ ହେବ। ମୋର୍ଚ୍ଚାର ରାଜ୍ୟ କମିଟିରେ ୪ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଓ ୧୭ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ମନୋନୀତ କରାଯାଇଛି।

ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବେ ଶେଖ୍ ରଫିକ୍‌, ମିର୍ଜା ଜାଫର୍ ବେଗ୍‌, ଗୁରିନ୍ଦର୍ ସିଂହ, ସଲିମ୍ ଖାନ୍‌, ମମତା ମହାପାତ୍ର; ରାଜ୍ୟ ସାଧାରଣ ସଂପାଦକ ଭାବେ ବଲବିନ୍ଦର୍ ସିଂହ ଓ ଶେଖ୍ ମହମ୍ମଦ୍ ଜଲାଲ୍ଲୁଦ୍ଦିନ୍ ଆକବର୍‌, ସଂପାଦକ ଭାବେ ଶେଖ୍ ହସନ୍‌, ସୋନିଆ ଦାସ, ଶାହିଦା ଖାତୁନ୍‌, ଶେଖ୍ ଗଫୁର୍‌, ଶେଖ୍ ଚାନ୍ଦ୍ , ସୋଶାଲ ମିଡିଆ ସଂଯୋଜକ ଶେଖ୍ ମେରାଜୁଦ୍ଦିନ୍‌, ସୋସିଆଲ ମିଡିଆ ସହ ସଂଯୋଜକ ଭାବେ ମେହେରୁଲ୍ଲା ଶେଖ, କୋଷାଧ୍ୟକ୍ଷ ଭାବେ ଘାସିରାମ ଜୈନ ଓ କାର୍ଯ୍ୟାଳୟ ସଂପାଦକ ଭାବେ କୈଳାଶ ବେହେରାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ସଂଖ୍ୟାଲଘୁ ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ମହମ୍ମଦ ସଫିକ୍‌, ମହମ୍ମଦ ରଫିକ୍‌, ମହତାବ ଖାନ୍ ଏବଂ ଅଧ୍ୟାପକ ଅବଦୁଲ୍ ସଲାମ୍‌ଙ୍କୁ ମନୋନୀତ କରାଯାଇଛି।

ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଗୋଲାମ୍ ଜିଲାନି ହବିବି, ନବ ବେହେରା, ଶେଖ୍ ଅହସାନ୍‌, ଶେଖ୍ ଜମାଲୁଦ୍ଦିନ, ମହମ୍ମଦ୍ ଗଫୁର ଖାନ୍‌, ମହମ୍ମଦ୍ ରାଜା, ନାଦିର୍ ରାଜା, ରିୟାଜ୍ ହୁସେନ୍‌, ମହମ୍ମଦ୍ ସବିର, ଶେଖ୍ ଆୟୁବ ମହମ୍ମଦ, ମେହେମ୍ମୁଦ୍ ଖାନ୍‌, ହରମିନ୍ଦର୍ ସିଂହ, ପରମଜିତ୍ ସିଂହ ସାନ୍ଧୁ, ଶେଖ୍ ତୋଫାନ, ରୋଜାଲିନ ଯୋଶେଫ୍‌, ହସରତ୍ ଅଲ୍ଲୀ ଖାନ୍ ଏବଂ ମହମ୍ମଦ୍ ସିରାଜ୍ ଆଲମ୍‌ଙ୍କୁ ମନୋନୀତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story