ଧାମନଗର ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ୍‌ ?

  • Published: Sunday, 26 May 2024
  • , Updated: 26 May 2024, 08:21 PM IST

ଧାମନଗର ବିଧାୟକ ହେବା ପରେ ସୂର୍ଯ୍ୟବଂଶୀ ସୂରଜ କରିଛନ୍ତି କଣ ? କେବଳ ଭଲ ଭାଷଣ ଦିଅନ୍ତି ନା କାମରେ ବି କରି ଦେଖାନ୍ତି ? ପ୍ରତି ପଞ୍ଚାୟତରୁ ଦେଇପାରିବେ ତ 100 ଚାକିରୀ ? ଧାମନଗରରେ ପରଖିଥିଲୁ ଗ୍ରାଉଣ୍ଡ ସ୍ଥିତି । ସିଧା ପ୍ରଶ୍ନର ସିଧା ଉତ୍ତର ରଖିଥିଲେ ସୂରଜ । ଜାଣନ୍ତୁ ସୂର୍ଯ୍ୟବଂଶୀଙ୍କ କଥାରେ ରହିଛି କେତେ ସତ ? ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

Related story