'ବିଜେପି ସରକାରକୁ ଆସିଲେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ହେବ'

  • Published: Monday, 12 February 2024
  • , Updated: 12 February 2024, 01:44 PM IST

ବିଜେପି ସରକାରକୁ ଆସିଲେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ଭତ୍ତା ବୃଦ୍ଧି ଘୋଷଣାକୁ ଲଲିପପ କହିଛି ବିଜେପି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୫ ବର୍ଷ ଲୋକେ ଛଟପଟ ହୁଅନ୍ତି କିନ୍ତି ନିର୍ବାଚନର ମାସେ ୧୫ ଦିନ ପୂର୍ବରୁ ସରକାର ଘୋଷଣା କରନ୍ତି। ଏହା ନବୀନ ସରକାରଙ୍କର କାର୍ଯ୍ୟପଦ୍ଧତି। ଏମାନଙ୍କ କୌଣସି ଆନ୍ତରିକତା ନାହିଁ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story