ବ୍ରହ୍ମଗିରି ବିଜେଡିରେ ମଇଳା ଲୁଗା କିଏ ?

  • Published: Tuesday, 23 January 2024
  • , Updated: 23 January 2024, 12:09 PM IST

ମୁଣ୍ଡ ଉପରେ ନିର୍ବାଚନ କିନ୍ତୁ ଏବେଠୁ ବିଜେଡିକୁ ଅସ୍ତବ୍ୟସ୍ତ କଲାଣି ଗୋଷ୍ଠୀ କନ୍ଦଳ । ସଞ୍ଜୟ ଦାସବର୍ମାଙ୍କୁ କୋଣଠେସା କରି ବିଜେଡି ନେତା ଚଳାଇଛନ୍ତି ସଂଗଠନ । ବିଜେଡି ନେତା କହିଲେ, ‘ଯାହାଙ୍କୁ ନେତୃତ୍ବ ଦିଆଯାଇଥିଲା, ସେ ଲୋକଙ୍କ ଆସ୍ଥା ହରାଇଛନ୍ତି’ । ନୂଆ ନେତୃତ୍ବଙ୍କୁ ସୁଯୋଗ ମିଳିଲେ ବ୍ରହ୍ମଗିରିରେ ସଶକ୍ତ ହେବ ବିଜୁ ଜନତା ଦଳ । ପୁରୀ ସାଂସଦଙ୍କ ପ୍ରତିନିଧି କହିଲେ, ଲୁଗା ମଇଳା ହେଲେ ତାହାକୁ ପିଟିପିଟି ସଫା କରାଯାଏ ।

Related story